peoplepill id: surendra-nath-satpathy
SNS
India
3 views today
4 views this week
Surendra Nath Satpathy
Writer and Linguist from Odisha

Surendra Nath Satpathy

The basics

Quick Facts

Intro
Writer and Linguist from Odisha
Places
Work field
Gender
Male
Awards
Odisha Sahitya Akademi Award
(2007)
The details (from wikipedia)

Biography

ସୁରେନ୍ଦ୍ରନାଥ ଶତପଥୀ ଜଣେ ଓଡ଼ିଆ ଭାଷାବିତ ଓ ସାହିତ୍ୟିକ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଭଳି ଅନେକ ସାହିତ୍ୟ ସମ୍ମାନର ଅଧିକାରୀ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ଉପନିଷଦ, ଯାତକ କଥା ଓ ରାମାୟଣ ଭଳି ଗ୍ରନ୍ଥକୁ ସେ ଅନୁବାଦ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ ।

ସାହିତ୍ୟ ସର୍ଜନା

ସୁରେନ୍ଦ୍ରନାଥ, ୮ଟି ଉପନ୍ୟାସ, ୩ଟି କ୍ଷୁଦ୍ରଗଳ୍ପ ସଂକଳନ, ୫ଟି ପ୍ରବନ୍ଧ ଓ ୨ଟି କବିତା ପୁସ୍ତକ ରଚନା କରିଛନ୍ତି । ସେ ଉପନିଷଦ, ରାମାୟଣ ଓ ଜାତକ କଥା ଆଦି ଗ୍ରନ୍ଥକୁ ସଂସ୍କୃତ ଓ ପାଲି ଭାଷାରୁ ଅନୁବାଦ କରିଛନ୍ତି ।

ରଚନାବଳୀ

  • ଶର୍ମିଷ୍ଠା
  • କୁନ୍ତୀ
  • ମନ୍ଥରା
  • ଧର୍ମ ଓ ସଂସ୍କୃତି
  • ଯୋଜନଗନ୍ଧା
  • କୃଷ୍ଣା
  • ରାବଣ
  • କର୍ଣ୍ଣ
  • ଜାନକୀ
  • ବୌଦ୍ଧ ଜାତକ ଗଳ୍ପ
  • ସଂସ୍କାର ଓ ସଂସ୍କୃତି

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ୨୦୦୮
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ - ୧୯୯୭ (ମନ୍ଥରା ଉପନ୍ୟାସ)
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୨୦୦୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ସମ୍ମାନ)
  • ସାରଳା ସାହିତ୍ୟ ସମ୍ମାନ
  • ଲେଖକ ସାମୁଖ୍ୟ ସମ୍ମାନ

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Surendra Nath Satpathy is in following lists
comments so far.
Comments
From our partners
Sponsored
Credits
References and sources
Surendra Nath Satpathy
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes