peoplepill id: sukanta-panigrahi
Art director
Sukanta Panigrahi
The basics
Quick Facts
Intro
Art director
Places
Work field
Gender
Male
Place of birth
Asika
The details (from wikipedia)
Biography
ସୁକାନ୍ତ ପାଣିଗ୍ରାହୀ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ତାଙ୍କ ଜନ୍ମଭୂମି । ସେ ବଲିଉଡ୍ ଚଳଚ୍ଚିତ୍ର ଜଗତରେ ଜଣେ ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍ ଭାବରେ କାମ କରିଆସିଛନ୍ତି ।
ଫିଲ୍ମରେ ଭୂମିକା
ନିର୍ଦ୍ଦେଶକ ଭାବରେ
ଆଟ୍ଲାସ୍
କଳା ନିର୍ଦ୍ଦେଶକ ଭାବରେ
- ଜୋକର୍ (୨୦୧୨)
- ଜାନେ କାହାଁ ସେ ଆଇ ହେ (୨୦୧୦)
- ଦେବ୍ ଡି (୨୦୦୯)
- କର୍ଜ (୨୦୦୮)
- ଟଶନ୍ (୨୦୦୮)
- ଆଜା ନଚ୍ଲେ (୨୦୦୭)
- ଚକ୍ଦେ ଇଣ୍ଡିଆ (୨୦୦୭)
- କେପ୍ କର୍ମା (୨୦୦୭)
- ଜୟ୍ ସନ୍ତୋଷୀ ମା (୨୦୦୬)
- ଗଙ୍ଗାଜଲ୍ (୨୦୦୩)
ଏହା ବ୍ୟତିତ ହିନ୍ଦି ଚଳଚ୍ଚିତ୍ର "ବଚ୍ନା ଏ ହସିନୋ" (୨୦୦୮)ରେ ଟାଇଟଲ୍ ସଙ୍ଗ୍ର ଭିଡିଓରେ ସେଟ୍ ନିର୍ମାଣ କରିଥିଲେ । ହିନ୍ଦି ଚଳଚ୍ଚିତ୍ର "ଫିଜା"(୨୦୦୦)ରେ ସହଜୋଗି କଳା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲେଇ ଥିଲେ ।
ପ୍ରଡକ୍ସନ୍ ଡିଜାଇନର୍ ଭାବରେ
- ଏକ୍ ଥା ଟାଇଗର୍ (୨୦୧୨)
- ହମ୍ ତୁମ୍ ସବାନା (୨୦୧୧)
- ନୋ ୱନ୍ କିଲଡ୍ ଜେସିକା (୨୦୧୧)
- ଭୋପାଲ୍: ଏ ପ୍ରେୟର୍ ଫର୍ ରେନ୍ (୨୦୧୧)
- ବଦ୍ମାସ୍ କମ୍ପାନି (୨୦୧୦)
- ପ୍ରିନ୍ସ (୨୦୧୦)
- ଦିଲ୍ ବୋଲେ ହଡିପ୍ପା (୨୦୦୯)
- ଦେବ୍ ଡି (୨୦୦୯)
- ଝୁମ୍ ବରାବର୍ ଝୁମ୍ (୨୦୦୭)
ପୁରସ୍କାର
୨୦୦୯ : ଚଳଚ୍ଚିତ୍ର ଦେବ୍ ଡିରେ ସେର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ଏସିଆ ପାସିଫିକ୍ ସମ୍ମାନ ମିଳିଥିଲା
୨୦୦୪ : ଚଳଚ୍ଚିତ୍ର ଗଙ୍ଗାଜଲ୍ରେ ସେର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ସ୍କ୍ରିନ୍ ଵିକ୍ଲି ପୁରସ୍ଜାର ଓ ଜି ସିନେ ପୁରସ୍ଜାର ପାଇଁ ମନୋନିତ କରାଜାଇଥିଲା ।
ଆଧାର
ବାହାର ଲିଙ୍କ
- ସୁକାନ୍ତ ପାଣିଗ୍ରାହୀ (ଇଣ୍ଟରନେଟ ମୁଭି ଡାଟାବେସରେ)
- [୧]
- ଫେସ୍ବୁକ୍ରେ ସୁକାନ୍ତ ପାଣିଗ୍ରାହୀ
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Sukanta Panigrahi is in following lists
By field of work
comments so far.
Comments
Sukanta Panigrahi