peoplepill id: souribandhu-kar
Odia language writer
Souribandhu Kar
The basics
Quick Facts
Intro
Odia language writer
A.K.A.
Souri Bandhu Kar
Sauribandhu Kar
Places
is
Work field
Gender
Male
Place of birth
Jajpur district
Age
76 years
The details (from wikipedia)
Biography
ସୌରୀବନ୍ଧୁ କର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଲେଖକ । ସେ ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଯାଜପୁର ଜିଲ୍ଲାର ଜଳସରପୁରଠାରେ ଜନ୍ମଗ୍ରହଣ କରିଥିଲେ । ଗଳ୍ପ, ଶିଶୁସାହିତ୍ୟ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସୌରୀବନ୍ଧୁ ଲେଖନି ଚାଳନା କରିଛନ୍ତି ।
ରଚନାବଳି
ଜୀବନୀ
- ମାନବତାର ମହାନ ତୀର୍ଥ
- ପରମହଂସ ଶ୍ରୀ ରାମକୃଷ୍ଣ
- ରାଷ୍ଟ୍ରନିର୍ମାତା ନେହେରୁ
ଶିଶୁସାହିତ୍ୟ
- ଦେଶପ୍ରେମୀ ସ୍ଵାମୀ ବିବେକାନନ୍ଦ
- ବାବାସାହେବ ଆମ୍ବେଦକର
ଗଳ୍ପ ସଙ୍କଳନ
- ନିଷ୍ପ୍ରଭ ଏକଲବ୍ୟ
- ନରୋତ୍ତମ ଷଢ଼ଙ୍ଗୀର ଡାଏରୀ
ପ୍ରବନ୍ଧ
- ବେଦାନ୍ତର ସ୍ଵର
ଉପନ୍ୟାସ
- ପ୍ରତିଦ୍ଵନ୍ଦୀ
- Echharama Putra
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨(ମାନବତାର ମହାନ ତୀର୍ଥ ପୁସ୍ତକ ପାଇଁ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Souribandhu Kar is in following lists
In lists
By work and/or country
comments so far.
Comments
Souribandhu Kar