peoplepill id: satya-narayan-panda
SNP
India
6 views today
7 views this week
Satya Narayan Panda
Indian playwright and lyricist

Satya Narayan Panda

The basics

Quick Facts

Intro
Indian playwright and lyricist
Places
Gender
Male
Place of birth
Odia
The details (from wikipedia)

Biography

ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା ଜଣେ ନାଟ୍ୟକାର ଓ ଗୀତିକାର ଥିଲେ । ସଂସ୍କୃତ, ଇଂରାଜୀ, ତେଲୁଗୁ, ବଙ୍ଗଳା ଓ ଓଡ଼ିଆ ଭାଷାରେ ତାଙ୍କର ଅଭିଜ୍ଞତା ଥିଲା । ତାଙ୍କର ଜନ୍ମସ୍ଥାନ ଗାରାବନ୍ଧ, ପାରଳାଖେମୁଣ୍ଡି ଅଟେ।

ଅବଦାନ

ତାଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ ଓଡ଼ିଶାର ଅନେକ ସ୍ନାନରେ ଅଭିନୀତ ହୋଇ ପ୍ରଶଂସା ପାଇଥିଲା । ନାଟ୍ୟଗୁରୁ ଅପନ୍ନା ପରିଛାଙ୍କଠାରୁ ନାଟ୍ୟଶିକ୍ଷା ପ୍ରାପ୍ତ କରିଥଲେ ସତ୍ୟନାରାୟଣ ପଣ୍ଡା । ତାଙ୍କ ରଚିତ ସାହିତ୍ୟ ଓ ନାଟ୍ୟକୃତି ମଧ୍ୟରେ ଉପନ୍ୟାସ ' ବିଜୟ କୁମାର', ନୃତ୍ୟନାଟିକା ‘ଶକୁନ୍ତଳା’, ନାଟକ ‘ଉତ୍କଳ ବିଜେତା’, ‘ସମ୍ରାଟ ଅଶୋକ’, ‘ଉର୍ବଶୀ’, ‘ସତୀ ସାବିତ୍ରୀ’, ‘ସ୍ୱର୍ଗର ଅତୀବ ସୁନ୍ଦରୀ’, ମର୍ଭର ଦାନବ’ ଉଲ୍ଲେଖଯୋଗ୍ୟ ।

ଓଡ଼ିଆ କଥାଚିତ୍ରକୁ ଅବଦାନ

ଆଧୁନିକ ଗୀତ ସଂଯୋଜନାରେ ଆଦିବାସୀ ସଂଗୀତକୁ ବ୍ୟବହାର କରି ସଂଗୀତ କ୍ଷେତ୍ରରେ ସେ ନବଦିଗନ୍ତ ସୃଷ୍ଟି କରିଥିଲେ । ଗୀତିକବିତା ରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ଅସାମାନ୍ୟ ଅବଦାନ ରହିଛି । ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରର ସବୁ ଗୀତ ସେ ରଚନା କରିଥିଲେ । ସତ୍ୟନାରାୟଣ ପଣ୍ଡା ଏହି କଥାଚିତ୍ରର ସଂଳାପ ଓ ପଟ୍ଟକଥା ରଚୟିତା ମଧ୍ୟ ଥିଲେ । ଓଡ଼ିଆ ଚଳଚ୍ଚିତ୍ର ସହ ଏହା ତାଙ୍କର ଏକମାତ୍ର ସଂପୃକ୍ତି ଥିଲା । ଓଡ଼ିଆ ସମେତ ସଂସ୍କୃତ, ବଙ୍ଗଳା, ତେଲୁଗୁ ଓ ସଂସ୍କୃତ, ହିନ୍ଦୀ ଆଦି ସହିତ୍ୟରେ ବିଶେଷ ଦକ୍ଷତା ରହିଥିଲା ।

ଆଧାର

ଅଧିକ ତଥ୍ୟ

ସତ୍ୟନାରାୟଣ ପଣ୍ଡା (ଇଣ୍ଟରନେଟ ମୁଭି ଡାଟାବେସରେ)

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Satya Narayan Panda is in following lists
comments so far.
Comments
From our partners
Sponsored
Satya Narayan Panda
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes