peoplepill id: saraswati-devi-2
SD
India
2 views today
3 views this week
Saraswati Devi
Indian politician

Saraswati Devi

The basics

Quick Facts

Intro
Indian politician
Places
Work field
Gender
Female
Religion(s):
Age
87 years
Positions
Member of the First Odisha Legislative Assembly
(1952-1957)
The details (from wikipedia)

Biography

ସରସ୍ୱତୀ ଦେବୀ (୮ ଜାନୁଆରୀ ୧୯୧୪ - ୪ ଅପ୍ରେଲ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସରସ୍ୱତୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ସରସ୍ୱତୀ ଦେବୀ ୧୯୧୪ ମସିହାର ଜାନୁଆରୀ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତିଙ୍କ ନାମ ରଘୁନାଥ ମହାନ୍ତି ।

ରାଜନୈତିକ ଜୀବନ

ସରସ୍ୱତୀ ଦେବୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।


ମୃତ୍ୟୁ

ସରସ୍ୱତୀ ଦେବୀ ୨୦୦୧ ମସିହାର ଅପ୍ରେଲ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Saraswati Devi is in following lists
comments so far.
Comments
From our partners
Sponsored
Credits
References and sources
Saraswati Devi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes