peoplepill id: sachi-das
SD
India
2 views today
2 views this week
Sachi Das‎
Odia playwright

Sachi Das‎

The basics

Quick Facts

Intro
Odia playwright
Places
Gender
Male
Birth
Age
89 years
Family
Awards
Guru Kelucharan Mohapatra Award
(2018)
The details (from wikipedia)

Biography

ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ସଚ୍ଚି ଦାସ ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି ।

ପିତା ଭଗିରଥ ଦାସ ଓ ମାତା ପ୍ରିୟମ୍ବଦା ଦେବୀଙ୍କ ସନ୍ତାନ ସଚ୍ଚି, ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ମାତା ପ୍ରିୟମ୍ବଦା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା । ନାଟକର ନାଁ ଥିଲା "ଟିପଚିହ୍ନ" । ଛାତ୍ରାବସ୍ଥାରେ ସେ ଗୁରୁ "ଶ୍ୟାମସୁନ୍ଦର ଧୀର"ଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ । ୧୯୫୮ ମସିହାରେ ସେ "ଜନତା ରଙ୍ଗମଞ୍ଚ" ସହିତ ଜଡିତ ହୋଇଥିଲେ ।"ଏବଂ ଆମେ" ନାମକୁ ନାଟ୍ୟ ଅନୁଷ୍ଠାନ ଗଠନ କରି, ସଚ୍ଚି ବହୁ ମଞ୍ଚନାଟକ ପ୍ରସ୍ତୁତ କରିଛନ୍ତି ।

ସମ୍ମାନ ଓ ପୁରସ୍କାର

  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୧୮
  • ସମ୍ମାନସୂଚକ ଡକ୍ଟରେଟ - ୨୦୧୮ (ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୧୫
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୦-୨୦୦୧
  • ଶତାବ୍ଦୀର କଳାକାର ସମ୍ମାନ - ୨୦୧୦
  • ବାଣୀଚିତ୍ର ସମ୍ମାନ - ୨୦୧୪
  • ଅଜିତ ନାଟ୍ୟ ସମ୍ମାନ, ୨୦୧୭

ଆଧାର

  1. "ଅଶୀ ବର୍ଷ ବୟସରେ ବି ଯଲିଉଡରେ ସକ୍ରିୟ 'ଶାଗୁଣା ବସିଛି ଡେଣା ମେଲାଇ'ର ନିର୍ଦ୍ଦେଶକ ସଚ୍ଚି ଦାସ". OdishaLIVE. Retrieved 31 August 2018.
  2. http://www.prameyanews7.com/en/mar2016/odisha/17304/Upendra-Bhanj-Puraskhar-has-lessened-my-age-Sachi-Das-Upendra-Bhanj-PuraskharOdisha-Odisha.htm
  3. "ମଞ୍ଚର ମହାନାୟକ". ପ୍ରମେୟ ରବିବାର ୨୪-୩୦ଅପ୍ରେଲ ୨୦୧୬ ପୃଷ୍ଠା ୭. Retrieved 25 April 2016.
  4. http://odishasuntimes.com/2016/04/12/rakhal-mohanty-suchi-das-conferred-upendra-bhanja-samman/
  5. "Kelucharan awardees announced". The Telegraph. Retrieved 31 August 2018.
  6. "ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କଲେ ହେମାମାଲିନୀ". Sambad (in Odia). ଓଡ଼ିଶା. 9 September 2018. Archived from the original on 10 September 2018. Retrieved 10 September 2018.CS1 maint: unrecognized language (link)
  7. https://www.telegraphindia.com/states/odisha/space-crunch-hits-varsity-212052
  8. http://www.newindianexpress.com/states/odisha/Upendra-Bhanja-Award-for-Rakhal-And-Sachi/2016/03/10/article3319493.ece
  9. http://odisha.gov.in/e-magazine/orissaannualreference/ORA-2011/pdf/104-108.pdf
  10. http://www.thehindu.com/todays-paper/tp-national/tp-otherstates/national-multilingual-drama-festival-from-today/article715129.ece
  11. http://www.telegraphindia.com/1140531/jsp/odisha/story_18462227.jsp#.Vx4DDDEwDSg
  12. "ସଚ୍ଚି ଦାସଙ୍କୁ 'ଅଜିତ୍ ନାଟ୍ୟ' ସମ୍ମାନ". ସର୍ବସାଧାରଣ. Retrieved 30 March 2017.
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sachi Das‎ is in following lists
comments so far.
Comments
From our partners
Sponsored
Credits
References and sources
Sachi Das‎
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes