peoplepill id: runu-parija
RP
India
4 views today
5 views this week
Runu Parija
Odia actress

Runu Parija

The basics

Quick Facts

Intro
Odia actress
A.K.A.
Runu Das Sadhana Das
Places
Gender
Female
Age
49 years
The details (from wikipedia)

Biography

ରୁନୁ ପରିଜା (ଜନ୍ମ: ୧୫ ମଇ ୧୯୬୫, କରଞ୍ଜିଆ) ଜଣେ ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ଅନ୍ନପୂର୍ଣ୍ଣା ଥିଏଟରରୁ ନିଜର ଅଭିନୟ ଜୀବନ ଅାରମ୍ଭ କରି "ବତାସୀ ଝଡ଼" ଚଳଚ୍ଚିତ୍ରରୁ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଅନ୍ୟାନ୍ୟ ଜଣାଶୁଣା ଚଳଚିତ୍ର ହେଲା "ପଞ୍ଜୁରୀ ଭିତରେ ଶାରୀ', "ନାରୀ ନୁହେଁ ତୁ ନାରାୟଣୀ' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିବା ରୁନୁ "ଲକ୍ଷ୍ମଣ ରେଖା' ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ରାଜ୍ୟ ପୁରସ୍କାର ହାସଲ କରିଥିଲେ । ସେ ପ୍ରାୟ ୮୦ଟି ଓଡ଼ିଅା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଦୂରଦର୍ଶନ ଭୁବନେଶ୍ୱରରେ ପ୍ରସାରିତ "ତୋଷ ନୋହିଲା ମୋ'ର ଚିତ୍ତ'ରେ ଅଭିନୟ ପାଇଁ ସେ ବିଶେଷ ଜନାଦୃତି ଲାଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ "ତପସ୍ୟା ଧାରାବାହିକରେ ଅଭିନୟ କରି ଅାସୁଥିଲେ ।

ଜୀବନୀ

ପାରିବାରିକ

ଚୁନୁଙ୍କ ପିତା ଭୋଳାନାଥ, ଅନ୍ନପୂର୍ଣ୍ଣାର ଥିଏଟରରେ ଜଣେ ନିର୍ଦ୍ଦେଶକ ଥିଲେ ଓ ମା କ୍ରିଷ୍ଣା ଜଣେ ଚଳଚିତ୍ର ଅଭିନେତ୍ରୀ ଥିଲେ । ରୁନୁ, ଓଡ଼ିଆ ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ ଚଣ୍ଡୀ ପରିଜାଙ୍କୁ ବିବାହ କରିଥିଲେ । ତାଙ୍କ ଭଉଣୀ ଝରଣା(ଝୁନୁ), ଚଳଚିତ୍ର ଅଭିନେତା ହର ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ।

ଚଳଚ୍ଚିତ୍ର ଜୀବନ

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ପୁଣି ଦେଖା ହେବ ଆର ଜନମରେ୨୦୧୨ଅଶୋକ ମହାନ୍ତି
ତୁ ମୋ ଦେହର ଛାଇ୨୦୧୩ଅଶୋକ ମହାନ୍ତି
ହାତ ଧରି ଚାଲୁଥା୨୦୧୩ହିମାଂଶୁ ପରିଜା

ମାନସମ୍ମାନ

  • ରାଜ୍ୟ ଚଳଚିତ୍ର ପୁରସ୍କାର - ୨୦୦୩(ଧରମ ସହିଲେ ହେଲା ଚଳଚିତ୍ର ପାଇଁ)

    ଆଧାର

    ଅଧିକ ତଥ୍ୟ


    Persondata
    NameParija, Runu
    Alternative names
    Short description
    Date of birth
    Place of birth
    Date of death
    Place of death
    The contents of this page are sourced from Wikipedia article. The contents are available under the CC BY-SA 4.0 license.
    Lists
    Runu Parija is in following lists
    comments so far.
    Comments
    From our partners
    Sponsored
    Runu Parija
    arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes