![](https://pplstatic.nyc3.cdn.digitaloceanspaces.com/static/images/dummy-gradient.jpg)
peoplepill id: rashmi-ranjan-parida-2
The basics
Quick Facts
Intro
Odia journalist
Places
Work field
Gender
Male
Star sign
Age
47 years
The details (from wikipedia)
Biography
ରଶ୍ମି ରଞ୍ଜନ ପରିଡ଼ା (ଜନ୍ମ: ୧୫ ଜୁନ ୧୯୭୭) ଜଣେ ଭାରତୀୟ ସାମ୍ବାଦିକ, ଯିଏକି ଓଡ଼ିଶା ଡାଏରୀ ଓ କଳିଙ୍ଗ ଲିଟରାରି ଫେଷ୍ଟିଭାଲର ସଂସ୍ଥାପକ । ସେ ଓଡ଼ିଶା ଲିଭିଙ୍ଗ୍ ଲିଜେଣ୍ଡ ଆୱାର୍ଡ଼ ଏବଂ ଓଡ଼ିଶା ଡାଏରୀ ଫାଉଣ୍ଡେସନ୍ ଆଦିର ସ୍ଥାପନା କରିଛନ୍ତି ।
ଜୀବନୀ
ରଶ୍ମି ୧୯୭୭ ମସିହାର ଜୁନ ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ପରେ ରେଭେନ୍ସା କଲେଜରୁ ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିଲେ ।
ସାମ୍ବାଦିକତା ଓ ସାହିତ୍ୟ କାର୍ଯ୍ୟ
ସେ ୨୦୦୪ ମସିହାରେ ଓଡ଼ିଶା ଡାଏରୀ ନାମକ ଏକ ଇଂରାଜୀ ନ୍ୟୁଜ୍ ୱେବ୍ସାଇଟ୍ ଆରମ୍ଭ କରିଥିଲେ ଏବଂ ୨୦୧୧ ମସିହାରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼ର ଆରମ୍ଭ କରିଥିଲେ । ୨୦୧୪ ମସିହାରେ ସେ କଳିଙ୍ଗ ଲିଟରାରି ଫେଷ୍ଟିଭାଲ ଓ ୨୦୧୬ ମସିହାରେ ମାଇଷ୍ଟିକ୍ କଳିଙ୍ଗ ଫେଷ୍ଟିଭାଲର ସ୍ଥାପନ କରିଥିଲେ ।
ପୁରସ୍କାର
- ଇନ୍ସ୍ପାୟାରିଂ ୟଙ୍ଗ୍ ନିୟୁ ମିଡିଆ ଏଣ୍ଟରପ୍ରିନର୍
- ଶ୍ରୀ ଆୱାର୍ଡ଼ସ୍ ୨୦୧୬
- ସାଇବର୍ ରତ୍ନ ୨୦୧୪
ଆଧାର
ବାହାର ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Rashmi Ranjan Parida is in following lists
comments so far.
Comments
Credits
References and sources
Rashmi Ranjan Parida