peoplepill id: praska-sreepathi
Indian politician from Odisha
Praska Sreepathi
The basics
Quick Facts
Intro
Indian politician from Odisha
Places
was
Work field
Gender
Male
Star sign
Age
40 years
The details (from wikipedia)
Biography
ପ୍ରସକା ଶ୍ରୀପତି (୧ ଜୁଲାଇ ୧୯୪୩ – ୨୦ ଅଗଷ୍ଟ ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ପ୍ରସକା ଶ୍ରୀପତି ୧୯୪୧ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରାସକା ମୁଗୁରି ଓ ପତ୍ନୀଙ୍କ ନାମ ପ୍ରାସକା ଅଳକା ।
ରାଜନୈତିକ ଜୀବନ
ପ୍ରସକା ଶ୍ରୀପତି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ପ୍ରସକା ଶ୍ରୀପତି ୧୯୮୩ ମସିହାର ଅଗଷ୍ଟ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Praska Sreepathi is in following lists
By work and/or country
comments so far.
Comments
Credits
References and sources
Praska Sreepathi