peoplepill id: phani-mohanty
PM
India
1 views today
1 views this week
Phani Mohanty
Odia poet

Phani Mohanty

The basics

Quick Facts

Intro
Odia poet
Places
Work field
Gender
Male
Place of birth
Khordha district, Odisha, India
Age
81 years
The details (from wikipedia)

Biography

ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪) ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି । ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ରଚନାବଳୀ

ଗତ ଚାରିଦଶନ୍ଧିର ସାହିତ୍ୟିକ ଜୀବନ ଭିତରେ ସେ ବହୁ କବିତା ରଚନା କରିଯାଇଛନ୍ତି । କବିତା ବ୍ୟତିତ ସେ ବହୁ ଗବେଷଣାଧର୍ମୀ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।ତାଙ୍କ ପ୍ରମୁଖ ରଚନା ଗୁଡିକ ହେଲା

  • ଅହଲ୍ୟା, ୧୯୯୬
  • ମାୟାଦର୍ପଣ, ୧୯୯୨
  • ପ୍ରିୟତମା, ୧୯୯୧
  • ରୁଚିର ନାଗର, ୧୯୯୦
  • ସ୍ଵୟମ୍ବର, ୧୯୮୧
  • କାଳସର୍ପ, ୧୯୭୮ (କ୍ଷୁଦ୍ରଗଳ୍ପ)
  • ମାନଚିତ୍ର, ୧୯୭୩
  • ବିଶାଦଯୋଗ
  • ରୁନୁ ପାଇଁ କବିତା
  • ଲୋକଟିଏ
  • ଦିନେ ଦିନେ
  • ଅର୍ଦ୍ଧନାରୀଶ୍ଵର

    ପୁରସ୍କାର ଓ ସମ୍ମାନ

    • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯
    • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ବିଶାଦଯୋଗ)

      ଆଧାର

      The contents of this page are sourced from Wikipedia article. The contents are available under the CC BY-SA 4.0 license.
      Lists
      Phani Mohanty is in following lists
      comments so far.
      Comments
      From our partners
      Sponsored
      Phani Mohanty
      arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes