peoplepill id: phani-mohanty
Odia poet
Phani Mohanty
The basics
Quick Facts
Intro
Odia poet
Places
is
Work field
Gender
Male
Place of birth
Khordha district, Odisha, India
Age
80 years
The details (from wikipedia)
Biography
ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪) ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି । ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର ସମ୍ମାନ ଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।
ରଚନାବଳୀ
ଗତ ଚାରିଦଶନ୍ଧିର ସାହିତ୍ୟିକ ଜୀବନ ଭିତରେ ସେ ବହୁ କବିତା ରଚନା କରିଯାଇଛନ୍ତି । କବିତା ବ୍ୟତିତ ସେ ବହୁ ଗବେଷଣାଧର୍ମୀ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।ତାଙ୍କ ପ୍ରମୁଖ ରଚନା ଗୁଡିକ ହେଲା
- ଅହଲ୍ୟା, ୧୯୯୬
- ମାୟାଦର୍ପଣ, ୧୯୯୨
- ପ୍ରିୟତମା, ୧୯୯୧
- ରୁଚିର ନାଗର, ୧୯୯୦
- ସ୍ଵୟମ୍ବର, ୧୯୮୧
- କାଳସର୍ପ, ୧୯୭୮ (କ୍ଷୁଦ୍ରଗଳ୍ପ)
- ମାନଚିତ୍ର, ୧୯୭୩
- ବିଶାଦଯୋଗ
- ରୁନୁ ପାଇଁ କବିତା
- ଲୋକଟିଏ
- ଦିନେ ଦିନେ
- ଅର୍ଦ୍ଧନାରୀଶ୍ଵର
ପୁରସ୍କାର ଓ ସମ୍ମାନ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ବିଶାଦଯୋଗ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Phani Mohanty is in following lists
In lists
By work and/or country
comments so far.
Comments
Phani Mohanty