peoplepill id: pallavi-mohapatra
PM
India
5 views today
7 views this week
Pallavi Mohapatra
Indian airforce pilot

Pallavi Mohapatra

The basics

Quick Facts

Intro
Indian airforce pilot
A.K.A.
Pallabi Mohapatra Pallabi Mahapatra Pallavi Mahapatra
Places
Work field
Gender
Female
Place of birth
Bhubaneswar, India
The details (from wikipedia)

Biography


ପଲ୍ଲବୀ ମହାପାତ୍ର, ଭାରତର ପ୍ରଥମ ମହିଳା ଭାବରେ ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ । "ଆକାଶ" କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶକୁ ସଫଳତାର ସହ ସେ ନିକ୍ଷେପିତ କରିଥିଲେ । ‘କ୍ରସ୍‌ବୋ-୨୦୧୮’ ଯୁଦ୍ଧବିମାନରୁ ଆକାଶକୁ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍‌କ୍ଷେପଣ କରି ସେ ଏହି ଯୋଗ୍ୟତା ହାସଲ କରିଛନ୍ତି ।

ଆସାମର ଜୋରହାଟ୍‌ଠାରେ ଥିବା ଏୟାର୍‌ ବେସ୍‌ ଡିଫେନ୍ସରେ ପ୍ରଥମ ମହିଳା ଅଧିକାରୀ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି । ୨୦୧୮ ଡିସେମ୍ବର ୫ରେ ଏଏଫ୍‌ଏସ୍‌ ସୂର୍ଯ୍ୟଲଙ୍କା ପକ୍ଷରୁ ମିଳିତ ଭାବେ ଜିଡବ୍ଲ୍ୟୁଏଫ୍‌ଆର୍‌ ଆୟୋଜନ କରାଯାଇଥିଲା। ଏଥିରେ ପଲ୍ଲବୀ ପ୍ରଥମ ମହିଳା ଭାବେ ଭୁପୃଷ୍ଠରୁ ଆକାଶ(ଏସ୍‌ଏଏମ୍‌)କୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୌରବ ଅର୍ଜନ କରିଥିଲେ ।

ବ୍ୟକ୍ତିଗତ ଜୀବନ

୧୯ ଜୁନ୍ ୨୦୧୧ରେ ପଲ୍ଲବୀ ବାୟୁସେନାରେ ଜଣେ ହେଲିକପ୍ଟର ପାଇଲଟ୍ ଭାବେ ଯୋଗଦେଇଥିଲେ। ଭୁବନେଶ୍ୱର ସହରର ସେ ବାସିନ୍ଦା । ସ୍କ୍ବାଡର୍ଣ୍ଣ ଲିଡର ପିନାକ୍ କୋଡ୍‌ଗୁଲେଙ୍କୁ ସେ ବିବାହ କରିଛନ୍ତି । ଏଏନ୍‌-୩୨ରେ ପାଇଲଟ୍‌ ଭାବେ କାର୍ଯ୍ୟ କରୁଛନ୍ତି ପଲ୍ଲବୀଙ୍କ ସ୍ବାମୀ ପିନାକ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛି ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Pallavi Mohapatra is in following lists
comments so far.
Comments
From our partners
Sponsored
Credits
References and sources
Pallavi Mohapatra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes