peoplepill id: nityananda-nayak
NN
India
2 views today
2 views this week
Nityananda Nayak
Poet from Odisha, India

Nityananda Nayak

The basics

Quick Facts

Intro
Poet from Odisha, India
Places
Work field
Gender
Male
Age
84 years
Awards
Odisha Sahitya Akademi Award
(1991)
Sarala Puraskar
(2020)
Bisuba Award
(2013)
The details (from wikipedia)

Biography

ନିତ୍ୟାନନ୍ଦ ନାୟକ (ଜନ୍ମ: ୧୨ ଅଗଷ୍ଟ ୧୯୪୦), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୧୯୯୧ ମସିହାରେ ସେ ନିଜ କବିତା ପୁସ୍ତକ ଭୋର ଆକାଶ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ବିଷୁବ ପୁରସ୍କାର (୨୦୧୩) ଓ ଶାରଳା ପୁରସ୍କାର (୨୦୨୦) ମଧ୍ୟ ଲାଭ କରିଛନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇଂରାଜୀ ଅଧ୍ୟାପକ ।

ନିତ୍ୟାନନ୍ଦ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୭ ଝଙ୍କାର ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା । ୩୬ ବର୍ଷ ଅଧ୍ୟାପନା ବୃତ୍ତିରେ ରହି, ସେ ୨୦୦୦ ମସିହାରେ ସେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

  • ବିଦୀର୍ଣ୍ଣ ମରାଳ (୧୯୭୬)
  • ତ୍ରସ୍ତ ପଦ୍ମାସନ (୧୯୮୩)
  • ଭୋର ଆକାଶ (୧୯୮୯)
  • କନ୍ୟାକୁମାରୀ (୧୯୯୯)
  • ଫେରିବାବେଳ (୨୦୦୪)
  • ପାନ୍ଥଶାଳା (୨୦୦୯)
  • କେବଳ ଅନାମିକା (୨୦୧୧)
  • ଯେଝା ଯେଝା ବାଟରେ (୨୦୧୩)
  • ସେତେବେଳକୁ ନଥିବ (୨୦୧୭)
  • ସେତେବେଳକୁ ନଥିବି (୨୦୧୭, ଫ୍ରେଣ୍ଡସ ପବ୍ଲିସର୍ସ)
  • ଭୋର ଆକାଶ (୧୯୮୯)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୯୧ (ଭୋର ଆକାଶ)
  • ଶାରଳା ପୁରସ୍କାର- ୨୦୨୦ ( ସେତେବେଳକୁ ନଥିବି )
  • ବିଷୁବ ପୁରସ୍କାର- ୨୦୧୩
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୩
  • ଗଙ୍ଗାଧର ମେହେର କବିତା ସମ୍ମାନ- ୨୦୧୨

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Nityananda Nayak is in following lists
comments so far.
Comments
From our partners
Sponsored
Credits
References and sources
Nityananda Nayak
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes