peoplepill id: nirmala-mishra
NM
India
3 views today
3 views this week
Nirmala Mishra
Indian singer

Nirmala Mishra

The basics

Quick Facts

Intro
Indian singer
Places
Work field
Gender
Female
The details (from wikipedia)

Biography

ନିର୍ମଳା ମିଶ୍ର, ଓଡ଼ିଆ ଚଳଚିତ୍ର ଜଗତର ୬୦ ଓ ୭୦ ଦଶକର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟିକା । ତାଙ୍କୁ ଓଡ଼ିଆ ସିନେମାର ଲତା ମଙ୍ଗେସକର ହିସାବରେ ଅଭିହିତ କରାଯାଏ ।

ବ୍ୟକ୍ତିଗତ ଜୀବନ

ସେ ପଶ୍ଚିମବଙ୍ଗ ରାଜ୍ୟର, ମଜିଲପୁର(ଜୟନଗର)ଠାରେ ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ମାତା ଭବାନୀ ଦେବିଙ୍କ ଠାରୁ ଦୁର୍ଗା ସପ୍ତମୀ(ଗୁରୁବାର) ତିଥୀରେ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ଚାକିରି ନିମନ୍ତେ ତାଙ୍କ ପରିବାର କଲିକତାର ଚେତଲା ଅଞ୍ଚଳରେ ବସବାସ କରିଥିଲେ । ତାଙ୍କ ପରିବାରରେ ଏକ ସଙ୍ଗୀତମୟ ବାତାବରଣ ଥିଲା । ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ବଡ ଭାଇ ମୁରାରିମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ତାଙ୍କ ପରିବାରର ପ୍ରକ୍ରୁତ ସାଙ୍ଗିଆ ବନ୍ଦୋପାଧ୍ୟାୟ(ବାନାର୍ଜୀ) ଥିଲା । ପରେ ତାଙ୍କ ପରିବାରକୁ 'ମିଶ୍ର' ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ପିତାଙ୍କୁ 'କାଶି ସଙ୍ଗୀତ ସମାଜ' ତରଫରୁ 'ପଣ୍ଡିତ', 'ସଙ୍ଗୀତରତ୍ନ' ତଥା 'ସଙ୍ଗୀତନାୟକ' ଉପାଧିରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।

କର୍ମଜୀବନ

ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାଳକୃଷ୍ଣ ଦାସ ନିର୍ମଳା ମିଶ୍ରଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ ।ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚିତ୍ର ଗୁଡିକ ମଧ୍ୟରେ ସ୍ତ୍ରୀ, କା, ମଲାଜହ୍ନ, ଅଭିନେତ୍ରୀ, ଅନୁତାପ, କିଏ କାହାର, ଅମଡ଼ା ବାଟ, ଅଦିନ ମେଘଆଦି ଅନ୍ୟତମ ।

ସମ୍ମାନ ଓ ପୁରସ୍କାର

  • ବାଳକୃଷ୍ଣ ଦାସ ସମ୍ମାନ

    ଆଧାର

    ବାହାର ଆଧାର

    The contents of this page are sourced from Wikipedia article. The contents are available under the CC BY-SA 4.0 license.
    Lists
    Nirmala Mishra is in following lists
    comments so far.
    Comments
    From our partners
    Sponsored
    Nirmala Mishra
    arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes