peoplepill id: naresh-pradhan-1
NP
India
2 views today
2 views this week
Naresh Pradhan
Politician from Odisha, India

Naresh Pradhan

The basics

Quick Facts

The details (from wikipedia)

Biography

ନରେଶ ପ୍ରଧାନ (ଜନ୍ମ: ୧୫ ସେପ୍ଟେମ୍ବର ୧୯୪୨ - ୯ ଫେବୃଆରୀ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ନରେଶ ପ୍ରଧାନ ୧୯୪୨ ମସିହାର ସେପ୍ଟେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମ ପ୍ରଧାନ ଓ ପତ୍ନୀଙ୍କ ନାମ ନୀରଡ଼ା ପ୍ରଧାନ ।

ରାଜନୈତିକ ଜୀବନ

ନରେଶ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୬୭୧୯୭୧ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭାବାଲିଗୁଡ଼ାଜନତା ପାର୍ଟି
୧୯୭୧୧୯୭୩ସଭ୍ୟ, ୫ମ ଓଡ଼ିଶା ବିଧାନ ସଭାବାଲିଗୁଡ଼ାସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ

ନରେଶ ୧୯୮୮ ମସିହାର ଫେବୃଆରୀ ୯ ତାରିଖରେ ୮୮ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Naresh Pradhan is in following lists
comments so far.
Comments
From our partners
Sponsored
Credits
References and sources
Naresh Pradhan
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes