peoplepill id: narayan-sahu
Odia playwright
Narayan Sahu
The basics
Quick Facts
Intro
Odia playwright
Places
is
Work field
Gender
Male
Age
69 years
The details (from wikipedia)
Biography
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି ।ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ଵର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଜୀବନୀ
ନାରାୟଣ ସାହୁ ୧୯୫୫ ମସିହା ନଭେମ୍ବର ୨୫ତାରିଖରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ ଉତ୍ତରେଶ୍ଵରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ନାଟକ ଦେଖି, ସେଦିଗରେ ସେ ଆକର୍ଷିତ ହୋଇଥିଲେ । "ତାମସୀତୃଷ୍ଣା" ତାଙ୍କର ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା । "ଆମେ କ୍ରାନ୍ତି" ନାମରେ ତାଙ୍କର ଏକ ନାଟ୍ୟସଂସ୍ଥା ରହିଛି ।
ନାଟକ
- ତାମସୀତୃଷ୍ଣା
- ପ୍ରଶ୍ନ
- ଆଶ୍ରା ଖୋଜି ବୁଲୁଥିବା ଇଶ୍ଵର
- କାହାଣୀ ସବାଶେଷ ଲୋକର
- ସୁବର୍ଣ୍ଣ ସକାଳ
- ମୂକ
- ପୁନଶ୍ଚ ସଂଗ୍ରାମ
- ଅପରାହ୍ନର ଅବଶୋଷ
- ଅଧାଦେଖା ସ୍ଵପ୍ନ
- କ୍ରାନ୍ତି
- ଦୂର ଆକାଶର ତାରା
- ଶେଷକଥା
- ମୂଷା
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଆଶ୍ରା ଖୋଜି ବୁଲୁଥିବା ଇଶ୍ଵର ପାଇଁ) - ୧୯୯୧
- ଆକାଶବାଣୀ ନାଟ୍ୟକାର ପୁରସ୍କାର - ୧୯୯୪
- ଝଙ୍କାର ନାଟକ ପୁରସ୍କାର - ୨୦୦୬
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Narayan Sahu is in following lists
By work and/or country
comments so far.
Comments
Narayan Sahu