peoplepill id: narayan-sahu-2
Politician from Khallikote, Odisha, India
Narayan Sahu
The basics
Quick Facts
Intro
Politician from Khallikote, Odisha, India
Places
was
Work field
Gender
Male
Star sign
Age
85 years
The details (from wikipedia)
Biography
ନାରାୟଣ ସାହୁ (୯ ମଇ ୧୯୨୮ - ୯ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ନାରାୟଣ ୧୯୨୮ ମସିହାର ମଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନମୋହନ ସାହୁ ଓ ପତ୍ନୀଙ୍କ ନାମ ପୂର୍ଣ୍ଣିମା ଦେବୀ ।
ରାଜନୈତିକ ଜୀବନ
ନାରାୟଣ ଓଡ଼ିଶା ରାଜନୀତିରେ ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ନାରାୟଣ ୨୦୧୪ ମସିହାର ଜାନୁଆରୀ ୯ ତାରିଖରେ ୮୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Narayan Sahu is in following lists
By work and/or country
comments so far.
Comments
Credits
References and sources
Narayan Sahu