peoplepill id: narayan-prasad-singh
NPS
India
2 views today
2 views this week
Narayan Prasad Singh
Odia lyricist

Narayan Prasad Singh

The basics

Quick Facts

Intro
Odia lyricist
A.K.A.
Rasraj Narayan Prasad Singh
Places
Work field
Gender
Male
Place of birth
Cuttack District, Central division, Odisha, India
Age
85 years
Awards
Odisha Sahitya Akademi Award
(2004)
The details (from wikipedia)

Biography

ରସରାଜ ନାରାୟଣ ପ୍ରସାଦ ସିଂହ(୨୮ ମଇ ୧୯୩୩ - ୬ ଜୁନ ୨୦୧୮) ଜଣେ ଓଡ଼ିଆ କବି ଓ ଗୀତିକାର ଥିଲେ । ସେ ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଲେଖିଥିଲେ । ଅସୁରେଶ୍ୱର ବିଦ୍ୟାଳୟରେ ପଢିବା ବେଳେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ ଠାରୁ ପ୍ରେରଣା ପାଇ ସେ ଅଷ୍ଟମ ପଢିବା ବେଳେ କବିତା ଲେଖା ଆରମ୍ଭ କରିଥିଲେ ।୧୯୫୦ମସିହାରେ ତାଙ୍କୁ ଆକାଶବାଣୀ କଟକରେ କବିତା ପଢିବାର ସୁଯୋଗ ମିଳିଲା । ୨-୩ ବର୍ଷ ପରେ ତାଙ୍କର ପରିଚିତି ହେଲା କାଳୀଚରଣ ପଟ୍ଟନାୟକଙ୍କ ସହ । କବିତାକୁ ଗୀତ କରିବାର ଧାରା ସେ କାଳୀଚରଣ ପଟ୍ଟନାୟକଙ୍କ ଠାରୁ ଶିଖିଥିଲେ । ୧୯୬୦ରେ ତାଙ୍କୁ ଆକାଶବାଣୀରେ ସ୍ୱୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ମିଳିଲା । ୧୯୬୨ରେ ତାଙ୍କୁ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ମିଳିଲା । ଚଳଚ୍ଚିତ୍ର ଥିଲା "ନୂଆ ବୋଉ" ଓ ପ୍ରଥମ ଗୀତ ଥିଲା "ରଥ ଯା ଚାଲି ଯା" ।

ରଚିତ ପୁସ୍ତକ

  • ପ୍ରୀତି ପ୍ରଜାପତି (ଆଧୁନିକ ଗୀତି କବିତା)
  • ଠିଆପୁଚି ନାରଙ୍ଗ (ପଲ୍ଲୀସ୍ୱର ଗୀତି)
  • ଦୁଇ ଆଖିର କବିତା (ଆଧୁନିକ ଗୀତି କବିତା)
  • ଗୀତରେ ଗୀତରେ ଗପ (ସଙ୍ଗୀତ ରୂପକ)
  • ବନ୍ଧୁଭରା ବସୁନ୍ଧରା (ଦେଶାତ୍ମବୋଧକ ଗୀତି)
  • ଗୀତି ଚଇତାଳି (ଆଧୁନିକ ଭାବ ଗୀତି)
  • ନିବେଦନ (ଭକ୍ତିଗୀତି)
  • ମେଘଫଗୁଣ (ଋତୁ ଚିତ୍ରଗୀତି)
  • ଚିତ୍ରଗୀତି (ଓଡ଼ିଆ କଥାଚିତ୍ର ଗୀତ)
  • ରସରାଜ ଗୀତି ବିଚିତ୍ରା
  • ରସରାଜ ଗୀତ ବାହାର (ହିନ୍ଦୀ ଅନୁବାଦ)
  • ସଜଳ ସ୍ମୃତି (ଆଧୁନିକ ଗୀତି କବିତା)

ଗୀତ ଲେଖିଥିବା କଥାଚିତ୍ର

  • ଗାରେ ସିନ୍ଦୂର ଧାରେ ଲୁହ, ୨୦୦୧
  • କସ୍ତୁରୀ, ୧୯୮୭
  • ଅଲିଭା ଦାଗ, ୧୯୭୯
  • ଚିହ୍ନା ଅଚିହ୍ନା, ୧୯୭୯
  • ଜୟ ମା’ ମଙ୍ଗଳା, ୧୯୭୯
  • ମଥୁରା ବିଜୟ, ୧୯୭୯
  • ପରିବାର, ୧୯୭୮
  • ପିପାସା, ୧୯୭୮
  • ଶଙ୍ଖ ମହୂରୀ, ୧୯୭୮
  • ସମର୍ପଣ, ୧୯୭୮
  • ପୁନର୍ମିଳନ, ୧୯୭୭
  • କୃଷ୍ଣ ସୁଦାମା, ୧୯୭୬
  • ମନ ଆକାଶ, ୧୯୭୪
  • କନକଲତା, ୧୯୭୩
  • ଘର ସଂସାର, ୧୯୭୩
  • ଧରିତ୍ରୀ, ୧୯୭୨
  • ଅଦିନ ମେଘ, ୧୯୭୦
  • ସ୍ତ୍ରୀ, ୧୯୬୮
  • ଭାଇ ଭାଉଜ, ୧୯୬୭
  • ଅମଡ଼ା ବାଟ, ୧୯୬୪
  • ଜୀବନସାଥୀ, ୧୯୬୩
  • ମାଣିକ ଯୋଡ଼ି, ୧୯୬୩
  • ନୂଆ ବୋଉ, ୧୯୬୨

ଲୋକପ୍ରିୟ କଥାଚିତ୍ର ଗୀତ

  • ଜୀବନ ଯମୁନାରେ ଜୁଆର ଉଠେରେ, ଅମଡ଼ା ବାଟ
  • ପ୍ରଭୁ ପଦତଳେ ପ୍ରଣତି ଢାଳେ, ଘର ସଂସାର
  • ଘେନ ଶୁଭ କାମନା ଆଗୋ ବରବଧୂ, କାବେରୀ
  • କାଚ କାନ୍ଥର ଏପାଖେ ମୁଁ, ସୁବର୍ଣ୍ଣ ସୀତା
  • ଏକ ରାଧା ଶ୍ୟାମ ସାଥେ, ଅଲିଭା ଦାଗ
  • ଛାଡ଼ ଛାଡ଼ ମୋର ଅଞ୍ଚଳ, ମଥୁରା ବିଜୟ
  • ଛାଇ ଛବେଲି ରଙ୍ଗ ରମେଲି, ଚିହ୍ନା ଅଚିହ୍ନା
  • ସାଥୀରେ ଆମ ଗୀତିରେ, ଶଙ୍ଖ ମହୂରୀ
  • ମିଳି ମିଶି ଥିଲେ ସାରା ପରିବାର, ପରିବାର
  • ମନର ମଣିଷ ଯଦି ସପନ ଟିକିଏ, ରକ୍ତ ଗୋଲାପ
  • ଚୋରା ଚୋରା ପ୍ରୀତି ଆସ ସାଥୀ-ମନ ଆକାଶ
  • ମୋହନ ହେ ମୋହନ, ଧରିତ୍ରୀ
  • ଜୀବନେ ସପନ ଯେତେ ସବୁ ସତ, ଅଦିନ ମେଘ
  • ଉଦାସୀ ଆଖି ଚାହିଁ ରହେ, କିଏ କାହାର
  • ମରମ ତଳେ ଅତୀତ ଯେ ମରେନା, ଅଭିନେତ୍ରୀ
  • ପୀରତି ପୀରତି ଏ ଯେ ପୀରତି, ନବଜନ୍ମ
  • ରଥ ଯା’ ଚାଲିଯା ଚକ ଗଡ଼ିଯା’ରେ, ନୂଆ ବୋଉ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩
  • ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ
  • ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ
  • ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ
  • ଓଡ଼ିଆ ସିନେକ୍ରିଟିକ ଆସୋସିଏସନ
  • ଶାରଳା ଉନ୍ନୟନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ବିଶ୍ୱବିଦ୍ୟାଳୟ ନାଟ୍ୟ ସଂସଦ
  • ରାଜ୍ୟ ସଂସ୍କୃତି ବିଭାଗ (ଓଡ଼ିଶା ସରକାର)
  • ରାୱା ଏକାଡେମୀ ପୁରସ୍କାର
  • ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦ
  • ପ୍ରଗତି ଉତ୍କଳ ସଙ୍ଘ
  • ସାଲବେଗ ସାଂସ୍କୃତିକ ପରିଷଦ
  • ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୧

ଆଧାର

ଅଧିକ ତଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Narayan Prasad Singh is in following lists
comments so far.
Comments
From our partners
Sponsored
Credits
References and sources
Narayan Prasad Singh
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes