peoplepill id: nandalal-mahapatra
NM
India
1 views today
2 views this week
Nandalal Mahapatra
Odia language movie story and dialogue writer from Odisha, India

Nandalal Mahapatra

The basics

Quick Facts

Intro
Odia language movie story and dialogue writer from Odisha, India
Places
Gender
Male
Age
75 years
The details (from wikipedia)

Biography

ନନ୍ଦଲାଲ ମହାପାତ୍ର (୧୬ ଜୁନ ୧୯୪୭ - ୨୦ ନଭେମ୍ବର ୨୦୨୨) ଜଣେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଓ କାହାଣୀ ଲେଖକ ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ କରିଥିଲେ । ସେ ଜଗତସିଂହପୁର ଜିଲ୍ଲାର ଚାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ମୁଖ୍ୟ ସହଯୋଗୀ ଭାବରେ ଅନେକ ବର୍ଷ କାମ କରିଥିଲେ ।

ଚଳଚ୍ଚିତ୍ର ଓ ଧାରାବାହିକରେ ଅବଦାନ

ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ସହ ବିଭିନ୍ନ ଭୂମିକାରେ ଜଡ଼ିତ ଥିଲେ ।

କଥାଚିତ୍ରବର୍ଷଭୂମିକାପୁରସ୍କାର
ଭିନ୍ନ ସମୟ୧୯୯୨ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଅଗ୍ନି ବୀଣା୧୯୯୦ସଂଳାପ ରଚନା
ଅନ୍ଧ ଦିଗନ୍ତ୧୯୯୦ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ତଥାପି୧୯୮୯ସଂଳାପ ରଚନା
କିଛି ସ୍ମୃତି କିଛି ଅନୁଭୂତି୧୯୮୮ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନିଶିଥ ସ୍ୱପ୍ନ୧୯୮୮ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ମଝି ପାହାଚ୧୯୮୭ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ସବୁ ମାୟାରେ ବାୟା୧୯୮୭ସଂଳାପ ରଚନା
କୁହୁଡ଼ି୧୯୮୬ସଂଳାପ ରଚନା
ତ୍ରିସନ୍ଧ୍ୟା୧୯୮୬ସଂଳାପ ରଚନା
କ୍ଳାନ୍ତ ଅପରାହ୍ଣ୧୯୮୫ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନୀରବ ଝଡ଼୧୯୮୪ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଶୀତ ରାତି୧୯୮୧ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ସବୁ ମାୟାରେ ବାୟା୧୯୮୧ସଂଳାପ ରଚନାଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଗାଁର ନାଁ ଗାଲୁଆପୁର୨୦୨୧କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା
ଭିଜା ମାଟିର ସ୍ୱର୍ଗ୨୦୨୨କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନାଶ୍ରେଷ୍ଠ ସଂଳାପ ଲେଖକ
ସମାନ୍ତରଟେଲିଭିଜନ ଧାରାବାହିକକାହାଣୀ ଓ ନିର୍ଦ୍ଦେଶନା
ଖୋଳପାଟେଲିଭିଜନ ଧାରାବାହିକକାହାଣୀ ଓ ନିର୍ଦ୍ଦେଶନା
ସୀମାରେଖାଟେଲିଭିଜନ ଧାରାବାହିକକାହାଣୀ ଓ ନିର୍ଦ୍ଦେଶନା
ସମ୍ପର୍କଟେଲିଭିଜନ ଧାରାବାହିକକାହାଣୀ ଓ ନିର୍ଦ୍ଦେଶନା
ଗୁରୁବାରୀଟେଲିଭିଜନ ଧାରାବାହିକକାହାଣୀ ଓ ନିର୍ଦ୍ଦେଶନା
ଦୁଃସମୟଟେଲିଭିଜନ ଧାରାବାହିକକାହାଣୀ ଓ ନିର୍ଦ୍ଦେଶନା

ମୃତ୍ୟୁ

ହୃଦ୍‌ରୋଗରେ ପିଡ଼ିତ ହୋଇ ତାଙ୍କର ୨୦୨୨ ମସିହା ନଭେମ୍ବର ୨୦ ତାରିଖରେ ୭୫ ବର୍ଷ ବୟସରେ ପରଲୋକ ଘଟିଥିଲା ।

ଆଧାର

ଅଧିକ ତଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Nandalal Mahapatra is in following lists
comments so far.
Comments
From our partners
Sponsored
Credits
References and sources
Nandalal Mahapatra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes