peoplepill id: minaketan
M
India
8 views today
8 views this week
Minaketan
Odia actor

Minaketan

The basics

Quick Facts

Intro
Odia actor
A.K.A.
Minaketan Das
Places
Gender
Male
Minaketan
The details (from wikipedia)

Biography

ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଛନ୍ତି । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଛନ୍ତି ।

କଥାଚିତ୍ର ଜୀବନ

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଆସିଛନ୍ତି । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ୧୯୯୮ ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା । ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ ।

ଅଭିନୀତ କଥାଚିତ୍ର

ମସିହାଚଳଚ୍ଚିତ୍ରଭୂମିକା
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ଅଗସ୍ତ୍ୟସଦାନନ୍ଦ ସେଠୀ
୨୦୧୬ଟାଇଗର
୨୦୧୬ହେଲା ମୋତେ ପ୍ରେମ ଜର
୨୦୧୬ଗୋଟେ ଶୁଆ ଗୋଟେ ସାରୀ
୨୦୧୫ଜଗା ହାତରେ ପଘା(୨୦୧୫)ଶଙ୍କର
୨୦୧୫ସୁପର ମିଛୁଆରୋମିଓର ମାମୁଁ
୨୦୧୫ନୂଆ ନୂଆ ପ୍ରେମରେପୋଲିସ ଇନସ୍‌ପେକ୍ଟର
୨୦୧୫
୨୦୧୫ଇସ୍କ ତୁ ହି ତୁବ‌ବି ଭାଇ
୨୦୧୫ଯିଏ ଯାହା କ‌ହୁ ମୋର ଢୋହଜାରି ଶଙ୍କର
୨୦୧୪ଆମେ ତ ଟୋକା ଶଣ୍ଢ ମାର୍କା
୨୦୧୪କିଡନାପ
୨୦୧୪ଜୟହିନ୍ଦ
୨୦୧୪ସିନ୍ଦୁରବଲ୍ଲଭ ରାୟ
୨୦୧୩ଗଡ଼ବଡ଼ଭାଇ(ମୀନ‌କେତନ)
୨୦୧୩ଟଙ୍କା ତୋତେ ସଲାମମୀନ‌କେତନ
୨୦୧୩ବ୍ୟାଚଲରଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର
୨୦୧୩ମୁ ଦିୱାନି ତୋ ପାଇଁପୋଲିସ ଏସ୍.ଆଇ. ନୀଳାଚଳ
୨୦୧୩ହରି ଓମ ହରିଜଗନ୍ନାଥ ପଟ୍ଟନାୟକ
୨୦୧୩ହାତ ଧରି ଚାଲୁଥା (ଓଡ଼ିଆ କଥାଚିତ୍ର)ସଂଗ୍ରାମ
୨୦୧୩ଅଶୋକ ସମ୍ରାଟସ୍ୱାମିଜୀ
୨୦୧୩ଟାର୍ଗେଟ୍ନାରୁ ଭାଇ
୨୦୧୩ଦିୱାନା ଦିୱାନୀସଞ୍ଜୁର ବାପା
୨୦୧୩ମାଇଁ ଲଭ ଷ୍ଟୋରୀପ୍ରଶାନ୍ତ
୨୦୧୩ନଈ ସେପାରୀ କନକ ଗୋରୀଦୂର୍ଜତି ସାମନ୍ତରାୟ
୨୦୧୩ମୋ' ଦୁନିଆ ତୁ ହିଁ ତୁ
୨୦୧୨ଲଭ ମାଷ୍ଟରବିକ୍ରମ ପ୍ରତାପ
୨୦୧୨ଚାନ୍ଦ ନା ତମେ ତାରା
୨୦୧୨ଓମ ସାଇ ରାମ
୨୦୧୨ବ୍ୟାଡ଼୍ ଗାର୍ଲ
୨୦୧୨ରଙ୍ଗିଲା ଟୋକାଲକ୍ଷ୍ମୀଧର ପ୍ରଧାନ
୨୦୧୨ଇଡିଅଟ୍ଗୋବର୍ଦ୍ଧନ
୨୦୧୨ତୁ ମୋ ଆରମ୍ଭ ତୁ ମୋ ଶେଷସୁଧୀର
୨୦୧୨ଗୁଡ଼୍‌ବୟପୋଲିସ ଇନସ୍‌ପେକ୍ଟର ମୀନ‌କେତନ
୨୦୧୨ଶପଥ (ଓଡ଼ିଆ କଥାଚିତ୍ର)ମହିମା
୨୦୧୨ଥୁକୁଲ୍ପଞ୍ଚମର ମାମୁଁ
୨୦୧୧ବାଳୁଙ୍ଗା ଟୋକାଚିକୁର ବାପା
୨୦୧୧ମୁଁ ପ୍ରେମୀ ମୁଁ ପାଗଳକଲେଜ ଅଧକ୍ଷ
୨୦୧୧ଚୋରି ଚୋରି ମନ ଚୋରି
୨୦୧୧୧୪୩ ଆଇ ଲଭ ୟୁରସ ରଙ୍ଗ ପଣ୍ଡା
୨୦୧୧ପ୍ରେମ୍ ୱେଡ୍ସ ପ୍ରିୟାରଙ୍ଗିଲା
୨୦୧୧ହିରୋଶକ୍ତିର ବାପା
୨୦୧୧ଲୋଫର୍ରେଷ୍ଟୁରାଣ୍ଟ ମାଲିକ
୨୦୧୧ମୋଷ୍ଟ ୱାଣ୍ଟେଡ଼ବାବୁ ଭାଇ
୨୦୧୦ଓମ ନମଃ ଶିବାୟନାଗ ଭୂଷଣ ମହାନ୍ତି
୨୦୧୦ଦିୱାନାମୋହ‌‌ନ ମହାନ୍ତି(TTI)
୨୦୧୦ମେଘ ସବାରୀରେ ଆସିବ ଫେରୀସ୍ମଶାନ ଜଗୁଆଳୀ
୨୦୧୦ଏଇ ମିଳନ ଯୁଗ ଯୁଗର
୨୦୧୦ଶଶୁର ଘର ଜିନ୍ଦାବାଦଡମ୍ପୁରୁ ମାମୁଁ
୨୦୧୦ପ‌ହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର)ବାଦଶାହା
୨୦୧୦ମୁଁ କଣ ଏତେ ଖରାପଦିଗମ୍ବର ମହାନ୍ତି
୨୦୧୦ଆଖି ପଲକରେ ତୁବିଜୁ ସାମନ୍ତ
୨୦୦୯କେଉଁ ଦୁନିଆରୁ ଆସିଲ ବନ୍ଧୁସାପୁଆ କେଳା
୨୦୦୯ଶତ୍ରୁ ସଂହାରଇନସ୍‌ପେକ୍ଟର ସୁରେଶ ଗଡ଼ନାୟକ
୨୦୦୯ଆ ରେ ସାଥୀ ଆରାମ
୨୦୦୯ଧିରେ ଧିରେ ପ୍ରେମ ହେଲାହାଡ଼ୁ ଚମ୍ପତ୍ତି
୨୦୦୮ତୋ ବିନା ଭଲ ଲାଗେନାଶଙ୍କର
୨୦୦୮ବନ୍ଦେ ଉତ୍କଳ ଜନନୀବିଧାୟକ ଗୋପବନ୍ଧୁ ବେହେରା
୨୦୦୮ଜୀଅନ୍ତା ଭୂତଡୋମ୍ବୋ
୨୦୦୭କାଳୀ ଶଙ୍କରମଣ୍ଟୁ
୨୦୦୭ଚକା ଚକା ଭଉଁରୀରଘୁ
୨୦୦୭ଧଉଳି ଏକ୍ସପ୍ରେସ୍ମାଧାବ
୨୦୦୭ନାରୀ ନୁହେଁ ତୁ ନାରାୟଣୀ
୨୦୦୭ଫେରିଆ ମୋ ସୁନା ଭଉଣୀ
୨୦୦୬ରାଖି ବାନ୍ଧିଲି ମୋ ରଖିବ ମାନଶମ୍ଭୁ
୨୦୦୬ତୁ ଏକା ଆମ ସାହା ଭରଷାବିକ୍ରମ
୨୦୦୫ଓମ ଶାନ୍ତି ଓମଦୁର୍ଗା ପ୍ରସାଦ
୨୦୦୩ନାରୀ ଆଖିରେ ନିଆଁ
୨୦୦୩ଏଇଠି ସ୍ୱର୍ଗ ଏଇଠି ନର୍କ
୨୦୦୩ମା ମଙ୍ଗଳା(ଓଡ଼ିଆ ଚଳଚ୍ଚିତ୍ର)
୨୦୦୩ବିଧାତା (୨୦୦୩ର ଚଳଚ୍ଚିତ୍ର)ରଙ୍ଗା
୨୦୦୨ପୁଅ ମୋର ଜଗତ ଜିତାଇନସ୍‌ପେକ୍ଟର ଦୁଶାସନ ସ୍ୱାଇଁ
୧୯୯୯ପ୍ରେମ ବନ୍ଧନଦିଲୀପ ବଳିଆରସିଂହ
୧୯୯୯ଧର୍ମ ନିକିତିବିଲ୍ଲା
୧୯୯୯ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ମହାଜନ
୧୯୯୮ସ‌ହର ଜଳୁଛି
୧୯୯୮ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର)
୧୯୯୬ନୀଳ ମାଷ୍ଟେରାଣୀ
୧୯୯୫ରକତ କହିବ କିଏ କାହାରମାଇକେଲ
୧୯୯୫ମୋ ମନ ଖାଲି ତୁମରି ପାଇଁଲାଖୁଆ

ଆଧାର

ଅଧିକ ତ‌ଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Minaketan is in following lists
comments so far.
Comments
From our partners
Sponsored
Minaketan
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes