peoplepill id: minaketan
Odia actor
Minaketan
The basics
Quick Facts
The details (from wikipedia)
Biography
ମୀନକେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତଥା ହାସ୍ୟ ଅଭିନେତା । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଛନ୍ତି । ମୀନକେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଛନ୍ତି ।
କଥାଚିତ୍ର ଜୀବନ
ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଆସିଛନ୍ତି । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ୧୯୯୮ ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା । ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ ।
ଅଭିନୀତ କଥାଚିତ୍ର
ମସିହା | ଚଳଚ୍ଚିତ୍ର | ଭୂମିକା |
---|---|---|
୨୦୧୬ | ଝିଅଟା ବିଗିଡ଼ିଗଲା | |
୨୦୧୬ | ଅଗସ୍ତ୍ୟ | ସଦାନନ୍ଦ ସେଠୀ |
୨୦୧୬ | ଟାଇଗର | |
୨୦୧୬ | ହେଲା ମୋତେ ପ୍ରେମ ଜର | |
୨୦୧୬ | ଗୋଟେ ଶୁଆ ଗୋଟେ ସାରୀ | |
୨୦୧୫ | ଜଗା ହାତରେ ପଘା(୨୦୧୫) | ଶଙ୍କର |
୨୦୧୫ | ସୁପର ମିଛୁଆ | ରୋମିଓର ମାମୁଁ |
୨୦୧୫ | ନୂଆ ନୂଆ ପ୍ରେମରେ | ପୋଲିସ ଇନସ୍ପେକ୍ଟର |
୨୦୧୫ | ||
୨୦୧୫ | ଇସ୍କ ତୁ ହି ତୁ | ବବି ଭାଇ |
୨୦୧୫ | ଯିଏ ଯାହା କହୁ ମୋର ଢୋ | ହଜାରି ଶଙ୍କର |
୨୦୧୪ | ଆମେ ତ ଟୋକା ଶଣ୍ଢ ମାର୍କା | |
୨୦୧୪ | କିଡନାପ | |
୨୦୧୪ | ଜୟହିନ୍ଦ | |
୨୦୧୪ | ସିନ୍ଦୁର | ବଲ୍ଲଭ ରାୟ |
୨୦୧୩ | ଗଡ଼ବଡ଼ | ଭାଇ(ମୀନକେତନ) |
୨୦୧୩ | ଟଙ୍କା ତୋତେ ସଲାମ | ମୀନକେତନ |
୨୦୧୩ | ବ୍ୟାଚଲର | ଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର |
୨୦୧୩ | ମୁ ଦିୱାନି ତୋ ପାଇଁ | ପୋଲିସ ଏସ୍.ଆଇ. ନୀଳାଚଳ |
୨୦୧୩ | ହରି ଓମ ହରି | ଜଗନ୍ନାଥ ପଟ୍ଟନାୟକ |
୨୦୧୩ | ହାତ ଧରି ଚାଲୁଥା (ଓଡ଼ିଆ କଥାଚିତ୍ର) | ସଂଗ୍ରାମ |
୨୦୧୩ | ଅଶୋକ ସମ୍ରାଟ | ସ୍ୱାମିଜୀ |
୨୦୧୩ | ଟାର୍ଗେଟ୍ | ନାରୁ ଭାଇ |
୨୦୧୩ | ଦିୱାନା ଦିୱାନୀ | ସଞ୍ଜୁର ବାପା |
୨୦୧୩ | ମାଇଁ ଲଭ ଷ୍ଟୋରୀ | ପ୍ରଶାନ୍ତ |
୨୦୧୩ | ନଈ ସେପାରୀ କନକ ଗୋରୀ | ଦୂର୍ଜତି ସାମନ୍ତରାୟ |
୨୦୧୩ | ମୋ' ଦୁନିଆ ତୁ ହିଁ ତୁ | |
୨୦୧୨ | ଲଭ ମାଷ୍ଟର | ବିକ୍ରମ ପ୍ରତାପ |
୨୦୧୨ | ଚାନ୍ଦ ନା ତମେ ତାରା | |
୨୦୧୨ | ଓମ ସାଇ ରାମ | |
୨୦୧୨ | ବ୍ୟାଡ଼୍ ଗାର୍ଲ | |
୨୦୧୨ | ରଙ୍ଗିଲା ଟୋକା | ଲକ୍ଷ୍ମୀଧର ପ୍ରଧାନ |
୨୦୧୨ | ଇଡିଅଟ୍ | ଗୋବର୍ଦ୍ଧନ |
୨୦୧୨ | ତୁ ମୋ ଆରମ୍ଭ ତୁ ମୋ ଶେଷ | ସୁଧୀର |
୨୦୧୨ | ଗୁଡ଼୍ବୟ | ପୋଲିସ ଇନସ୍ପେକ୍ଟର ମୀନକେତନ |
୨୦୧୨ | ଶପଥ (ଓଡ଼ିଆ କଥାଚିତ୍ର) | ମହିମା |
୨୦୧୨ | ଥୁକୁଲ୍ | ପଞ୍ଚମର ମାମୁଁ |
୨୦୧୧ | ବାଳୁଙ୍ଗା ଟୋକା | ଚିକୁର ବାପା |
୨୦୧୧ | ମୁଁ ପ୍ରେମୀ ମୁଁ ପାଗଳ | କଲେଜ ଅଧକ୍ଷ |
୨୦୧୧ | ଚୋରି ଚୋରି ମନ ଚୋରି | |
୨୦୧୧ | ୧୪୩ ଆଇ ଲଭ ୟୁ | ରସ ରଙ୍ଗ ପଣ୍ଡା |
୨୦୧୧ | ପ୍ରେମ୍ ୱେଡ୍ସ ପ୍ରିୟା | ରଙ୍ଗିଲା |
୨୦୧୧ | ହିରୋ | ଶକ୍ତିର ବାପା |
୨୦୧୧ | ଲୋଫର୍ | ରେଷ୍ଟୁରାଣ୍ଟ ମାଲିକ |
୨୦୧୧ | ମୋଷ୍ଟ ୱାଣ୍ଟେଡ଼ | ବାବୁ ଭାଇ |
୨୦୧୦ | ଓମ ନମଃ ଶିବାୟ | ନାଗ ଭୂଷଣ ମହାନ୍ତି |
୨୦୧୦ | ଦିୱାନା | ମୋହନ ମହାନ୍ତି(TTI) |
୨୦୧୦ | ମେଘ ସବାରୀରେ ଆସିବ ଫେରୀ | ସ୍ମଶାନ ଜଗୁଆଳୀ |
୨୦୧୦ | ଏଇ ମିଳନ ଯୁଗ ଯୁଗର | |
୨୦୧୦ | ଶଶୁର ଘର ଜିନ୍ଦାବାଦ | ଡମ୍ପୁରୁ ମାମୁଁ |
୨୦୧୦ | ପହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର) | ବାଦଶାହା |
୨୦୧୦ | ମୁଁ କଣ ଏତେ ଖରାପ | ଦିଗମ୍ବର ମହାନ୍ତି |
୨୦୧୦ | ଆଖି ପଲକରେ ତୁ | ବିଜୁ ସାମନ୍ତ |
୨୦୦୯ | କେଉଁ ଦୁନିଆରୁ ଆସିଲ ବନ୍ଧୁ | ସାପୁଆ କେଳା |
୨୦୦୯ | ଶତ୍ରୁ ସଂହାର | ଇନସ୍ପେକ୍ଟର ସୁରେଶ ଗଡ଼ନାୟକ |
୨୦୦୯ | ଆ ରେ ସାଥୀ ଆ | ରାମ |
୨୦୦୯ | ଧିରେ ଧିରେ ପ୍ରେମ ହେଲା | ହାଡ଼ୁ ଚମ୍ପତ୍ତି |
୨୦୦୮ | ତୋ ବିନା ଭଲ ଲାଗେନା | ଶଙ୍କର |
୨୦୦୮ | ବନ୍ଦେ ଉତ୍କଳ ଜନନୀ | ବିଧାୟକ ଗୋପବନ୍ଧୁ ବେହେରା |
୨୦୦୮ | ଜୀଅନ୍ତା ଭୂତ | ଡୋମ୍ବୋ |
୨୦୦୭ | କାଳୀ ଶଙ୍କର | ମଣ୍ଟୁ |
୨୦୦୭ | ଚକା ଚକା ଭଉଁରୀ | ରଘୁ |
୨୦୦୭ | ଧଉଳି ଏକ୍ସପ୍ରେସ୍ | ମାଧାବ |
୨୦୦୭ | ନାରୀ ନୁହେଁ ତୁ ନାରାୟଣୀ | |
୨୦୦୭ | ଫେରିଆ ମୋ ସୁନା ଭଉଣୀ | |
୨୦୦୬ | ରାଖି ବାନ୍ଧିଲି ମୋ ରଖିବ ମାନ | ଶମ୍ଭୁ |
୨୦୦୬ | ତୁ ଏକା ଆମ ସାହା ଭରଷା | ବିକ୍ରମ |
୨୦୦୫ | ଓମ ଶାନ୍ତି ଓମ | ଦୁର୍ଗା ପ୍ରସାଦ |
୨୦୦୩ | ନାରୀ ଆଖିରେ ନିଆଁ | |
୨୦୦୩ | ଏଇଠି ସ୍ୱର୍ଗ ଏଇଠି ନର୍କ | |
୨୦୦୩ | ମା ମଙ୍ଗଳା(ଓଡ଼ିଆ ଚଳଚ୍ଚିତ୍ର) | |
୨୦୦୩ | ବିଧାତା (୨୦୦୩ର ଚଳଚ୍ଚିତ୍ର) | ରଙ୍ଗା |
୨୦୦୨ | ପୁଅ ମୋର ଜଗତ ଜିତା | ଇନସ୍ପେକ୍ଟର ଦୁଶାସନ ସ୍ୱାଇଁ |
୧୯୯୯ | ପ୍ରେମ ବନ୍ଧନ | ଦିଲୀପ ବଳିଆରସିଂହ |
୧୯୯୯ | ଧର୍ମ ନିକିତି | ବିଲ୍ଲା |
୧୯୯୯ | ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର) | ମହାଜନ |
୧୯୯୮ | ସହର ଜଳୁଛି | |
୧୯୯୮ | ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) | |
୧୯୯୬ | ନୀଳ ମାଷ୍ଟେରାଣୀ | |
୧୯୯୫ | ରକତ କହିବ କିଏ କାହାର | ମାଇକେଲ |
୧୯୯୫ | ମୋ ମନ ଖାଲି ତୁମରି ପାଇଁ | ଲାଖୁଆ |
ଆଧାର
ଅଧିକ ତଥ୍ୟ
- ମୀନକେତନ (ଇଣ୍ଟରନେଟ ମୁଭି ଡାଟାବେସରେ)
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Minaketan is in following lists
In lists
By field of work
By work and/or country
comments so far.
Comments
Minaketan