Madhusmita Patnaik
Quick Facts
Biography
ମଧୁସ୍ମିତା ପଟ୍ଟନାୟକ ଓଡ଼ିଶାର ପ୍ରଥମ ମହିଳା ଫ୍ଳାଇଟ କମାଣ୍ଡର ।
ସ୍କୁଲ ଓ କଲେଜ ଜୀବନ
ମଧୁସ୍ମିତା ପଟ୍ଟନାୟକ ପ୍ରଥେମ ସ୍କୁଲ ଜୀବନ ରାୟଗଡାରେ ଆରମ୍ଭ କରିଥିଲେ। ସେ ସ୍କଟ୍ ହାଟ କନେଭନଟ ସ୍କୁଲରେ ନିଗର ପଢାୀବନର ପ୍ରାରମ୍ଭ କରିଥିଲେ। ସେଠାରେ ସେ ଦଶମ ଶ୍ରେଣୀ ପଯ'୍ୟନ୍ତ ପଢିବା ପରେ ଭୁବନେଶ୍ବରକୁ ଚାଲିଆସିଥିଲେ ପରବତ'ି ପାଢପଢା ପାଇଁ। ଭୁବେନଶ୍ବର ପହଂଚିବା ପେର ବି.ଜେ.ପି କଲେଜରେ ବାଣିଜ୍ୟରେ ସ୍ନାତକେତାର ଅଧ୍ୟୟନ କରି ପାଠପଢା ସାରିଥିଲେ। ମଧୁସ୍ବିତାଙ୍କୁ ବାଣିଜ୍ୟ ପାଠପଢା ପାଇଁ ମଧ୍ୟ ପରିବାରର ସହମତି ମିଳୁନଥିଲା କାରଣ ମଧୁସ୍ମିତାଙ୍କ ଅଭିଭାବକ ଉଭୟେ ଥିଲେ ଡାକ୍ତର। ଏବଂ ସଂପ'କୀୟଙ୍କ ଠୁ େନଇ ପରିବାର ମଧ୍ୟରେ କିଏ ଡାକ୍ତର ଥିଲା ତ, କିଏ ଇଂଜିନିୟର। େସଥିପାଇଁ ମଧୁସ୍ମିତାଙ୍କ ବାପା ତାଙ୍କୁ ବି.ଏସ.ସିରେ ପାଠପଢିବା ପାଇଁ କହିଥିଲେ ହେଲେ ଏ କଥାକୁ ମାନିନଥିଲେ ମଧୁ। ନିଜର ପରିଚୟ ସେ ଅଲଗା ଏକ ସ୍ଥାନରେ ଦେଖିବା ପାଇଁ ଚାହଁଥଲେ ଏବଂ ସେହି ଉସାହ ତାଙ୍କୁ ଆଗକୁ ନେଇଯାଇଥିଲା। ତାପରେ ନିଜକୁ ଆକାଶରେ ଉଡେଇବାକୁ ଚାହୁଁଥିବା
େବୌବାହିକ ଜୀବନ ଓ ପରିବାୟର କାହାଣୀ
ମଧୁସ୍ମିତା ପଟ୍ଟନାୟକଙ୍କ ବିବାହ ୨୦୦୦ ମସିହାରେ ଅଭିନାସଙ୍କ ସହ ହେଇଥିଲା। ଅଭିନାସ ଇଣ୍ଡିଆନ ଆମ'ିରେ କାଯ'୍ୟରତ ଥିଲେ। ୨୦୦୪ ମସିହାରେ ମଧୁସ୍ମିତା ଏକ ପୁତ୍ର ସନ୍ତାନକୁ ଜନ୍ମ େଦଇଥିଲେ। ୨୦୦୪ ମସିହାରେ ପୁତ୍ର ଜନ୍ମ ହେବା ପରେ ମଧୁସ୍ମିତାଙ୍କୁ ନିଜ କମେକ୍ଷତ୍ରରେ ଟିକେ ହଇରାଣ ହେବାକୁ ପଡିଥିଲା େସଥିପାଇଁ ମଧୁସ୍ମିତାଙ୍କ ସ୍ବାମୀ ଇଣ୍ତଆନ ଆରମିରୁ ଅବସର େନଇଯାଇଥିଲେ ଏବଂ ନିଜସ୍ବ ଏକ ବିଜେନସ ଆରମ୍ଭ କରିଥିଲେ। ମଧୁସ୍ମିତା ଏବଂ ତାଙ୍କ ପରିବାର ଏବେ ଦୁବାଇରେ ବସବାସ କରୁଛନ୍ତି। ମଧୁସ୍ମିତାଙ୍କ କମଜୀବନ ତାଙ୍କ ପରିବାର େର େୌଣସି ବାଧକ ସାଜିନଥିଲା। ମଧୁସ୍ମିତାଙ୍କ ସ୍ବାମୀ ଏବଂ ପୁଅ ଦୁହେଁ ତାଙ୍କୁ ଖୁବ୍ ସେପାଟ' କରନ୍ତି।
ସଂଘଷ'ର କାହାଣୀ
ସ୍ବଗ'ତ ବିଜୁ ପଟ୍ଟନାୟକଙ୍କ ପ୍ରୋସାହନରେ ଓଡ଼ିଶା ଫ୍ଳାଇଙ୍ଗ କ୍ଳବ୍ରେ ତାଲିମ ନେବାପାଇଁ ସୁଯୋଗ ମିଳିଥିଲା । ବିମାନ ଚଲେଇବା ପାଇଁ ତାଲିମ ମିଳିବା ପରେ ନିଜ ଜମ'ରେ ଆଗେଇ ଚାଲିଥିଲେ ମଧୁସ୍ମିତା। ୧୯୯୬ ମସିହାରେ ଆମେରିକାରୁ କମସ;ିଆଲ ପାଇଲଟ ଲାଇସେନ୍ସ ମିଳିଥିଲା। ବିମାନ ଚଲେଇବାର ଅଭିଜ୍ଞତା େଯାଗୁଁ ମଧୁସ୍ମିତାଙ୍କୁ େଜଟ୍ ଇଞଜ୍ିନ ଏୟାରକ୍ରାଫ୍ଟର କମାଣ୍ଡର ଭାବେ ତାଙ୍କୁ ପେଦାନ୍ନତି ମିଳିଥିଲା। ମଧୁସ୍ମିତା ପଟ୍ଟନାୟକ ଏବେ ଦୁବାଇରେ କାଯ'୍ୟରତ ଅଛନ୍ତି। ମଧୁସ୍ମିତା ଯେତେବଳେ ପାଇଲଟ ଟ୍ରେନିଙ୍ଗ ପାଇଁ ଅଧିକ ଶିକ୍ଷା ଅଜ'ନ କରିବା ପାଇଁ ଚାହିଁଲେ ସେ ସମୟରେ ଓଡ଼ିଶାରେ ପାଇଲଟ ଶିକ୍ଷାକୁ ଏତେ ପ୍ରାଧାନ୍ୟ ଦିଆଯାଉନଥିଲା କି ଟେ୍ନିଙ୍ଗ ପାଇଁ ଅଧିକ ଟ୍ରେନିଙ୍ଗ ଇଷ୍ଟିଚ୍ୟୁଟ ମଧ୍ୟ ନଥିଳା। ତେଣୁ ଅଧିକ ଶିକ୍ଷା ପାଇଁ ୟୁ.ଏ.ସ ଯିବା ପାଇଁ ପରିବାରରେ ଜଣେଇଥିଲେ। କିନ୍ତୁ ପରିବାର ବଗ' ସେଠାକୁ ଯିବା ପାଇଁ ମନା କରିଦେଇଥିଲେ। ୟୁ.ଏ.ସ ଯିବା ପାଇଁ ମଧୁସ୍ମିତାଙ୍କୁ ନିଜ ପରିବାର ବଗଙ୍କୁ ବହୁତ ଅନୁରୋଧ କରିବା ପାଇଁ ପଡିଥିଲା ଏବଂ ଅନେକ ପ୍ରୟାସ ପରେ ସେ କଥାରେ ପରିବାର ବଗ'ଙ୍କୁ ମନେଇବାରେ ସଫଳ ହେଇଥିଲେ।