peoplepill id: lakshman-mahapatra
LM
India
5 views today
5 views this week
Lakshman Mahapatra
Politician from Odisha, India

Lakshman Mahapatra

The basics

Quick Facts

Intro
Politician from Odisha, India
Places
Work field
Gender
Male
Age
101 years
The details (from wikipedia)

Biography

ଲକ୍ଷ୍ମଣ ମହାପାତ୍ର (୭ ଜୁନ ୧୯୨୩ - ୨୦ ଅଗଷ୍ଟ ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ, ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା

ଲକ୍ଷ୍ମଣ ୧୯୨୩ ମସିହାର ଜୁନ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବୋରୋଜୋ ମହାପାତ୍ର ଓ ପତ୍ନୀଙ୍କ ନାମ ରତ୍ନମଣି ମହାପାତ୍ର ।

ରାଜନୈତିକ ଜୀବନ

ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୬୧୧୯୬୭ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭାଛତ୍ରପୁରଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୬୭୧୯୭୧ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭାଛତ୍ରପୁରଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯୭୧୧୯୭୩ସଭ୍ୟ, ୫ମ ଓଡ଼ିଶା ବିଧାନ ସଭାଛତ୍ରପୁରଭାରତୀୟ କମ୍ୟୁନିଷ୍ଟ ପାର୍ଟି

ମୃତ୍ୟୁ

୧୯୮୩ ମସିହାର ଅଗଷ୍ଟ ୨୦ ତାରିଖରେ ୬୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ସେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Lakshman Mahapatra is in following lists
comments so far.
Comments
From our partners
Sponsored
Credits
References and sources
Lakshman Mahapatra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes