peoplepill id: l-m-s-bariha
Politician from Odisha, Indian
L.M.S. Bariha
The basics
Quick Facts
Intro
Politician from Odisha, Indian
Places
Work field
Gender
Male
Politics:
The details (from wikipedia)
Biography
ଏଲ.ଏମ.ଏସ. ବରିହା (ମୃତ୍ୟୁ: ୨୩ ଜୁନ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଏଲ.ଏମ.ଏସ. ବରିହାଙ୍କ ବାପାଙ୍କ ନାମ ସଦାନନ୍ଦ ସିଂହ ବିରହା ଓ ପତ୍ନୀଙ୍କ ନାମ ଲମୋନୀ ସିଂହ ବିରହା ।
ରାଜନୈତିକ ଜୀବନ
ଏଲ.ଏମ.ଏସ. ବରିହା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଏଲ.ଏମ.ଏସ. ବରିହା ୧୯୭୨ ମସିହାର ଜୁନ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
L.M.S. Bariha is in following lists
By field of work
By work and/or country
comments so far.
Comments
Credits
References and sources
L.M.S. Bariha