peoplepill id: kunja-bihari-naik
KBN
India
3 views today
3 views this week
Kunja Bihari Naik
Politician from Odisha, India

Kunja Bihari Naik

The basics

Quick Facts

The details (from wikipedia)

Biography

କୁଞ୍ଜ ବିହାରୀ ନାଏକ (୧ ଜାନୁଆରୀ ୧୯୪୧ - ୨୫ ଜୁନ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

କୁଞ୍ଜ ବିହାରୀ ନାଏକ ୧୯୪୧ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦେକର ନାଏକ ଓ ତାଙ୍କ ପତ୍ନୀଙ୍କ ନାମ ପ୍ରେମଶିଲା ନାଏକ।

ରାଜନୈତିକ ଜୀବନ

କୁଞ୍ଜ ବିହାରୀ ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

କୁଞ୍ଜ ବିହାରୀ ନାଏକ ୨୦୦୦ ମସିହାର ଜୁନ ୨୫ ତାରିଖରେ ୫୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Kunja Bihari Naik is in following lists
comments so far.
Comments
From our partners
Sponsored
Credits
References and sources
Kunja Bihari Naik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes