peoplepill id: kirtan-narayan-padhi
Indian writer
Kirtan Narayan Padhi
The basics
Quick Facts
Intro
Indian writer
Places
Work field
Gender
Male
Star sign
Age
73 years
The details (from wikipedia)
Biography
କୀର୍ତ୍ତନ ନାରାୟଣ ପାଢ଼ୀ, (ଜନ୍ମ:୧୧ ଜାନୁଆରୀ ୧୯୫୧) ଜଣେ ଓଡ଼ିଆ ଭାଷା ଏବଂ ଓଡ଼ିଶୀ ସଙ୍ଗୀତର ଗବେଷକ, ଗୀତିକବି, ସଙ୍ଗୀତଜ୍ଞ ଓ ଗାୟକ ଅଟନ୍ତି । ତାଙ୍କଦ୍ୱାରା ରଚିତ ଗବେଷଣାତ୍ମକ ପୁସ୍ତକ ଗୁଡ଼ିକ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଏବଂ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ ଚାଲିଥିବ ପ୍ରୟାସରେ ସହାୟକ ହୋଇଛି । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକବି ଓ କଣ୍ଢଶିଳ୍ପୀ ଅଟନ୍ତି । ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ ।
ରଚନାବଳୀ
- ସତ ଓ ସପନ
- ଗୀତ ଓ ଗୀତିକବିତା
- ଓଡ଼ିଶୀ ସଙ୍ଗୀତ - ଏକ ତତ୍ତ୍ୱଭିତ୍ତିକ ବିଶ୍ଳେଷଣ
- ଓଡ଼ିଶୀ ସଙ୍ଗୀତର ଇତିହାସ
- ମନ ଓ ମିଳନ
- ନାଦ ଦର୍ଶନ
- ଓଡ଼ିଶୀ ସଙ୍ଗୀତ - କିଛି ଜଣା ଅଜଣା ତଥ୍ୟ
- Odissi Vocal- a model classicism
- ଗୀତିକବିତାର ବ୍ୟାକରଣ
- ଓଡ଼ିଆ ଭାଷାର ଶାସ୍ତ୍ରୀୟତା
- The classicallity of Odissi music
- ପ୍ରୀତିଗୀତିକା-ଭକ୍ତିଗୀତିକା
- Odia a classical language of Indo-European Origin
- ଗନ୍ଧର୍ବ ପରମ୍ପରାର ଶ୍ରୀ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦ
ପୁରସ୍କାର ଓ ସମ୍ମାନ
- ନିରଞ୍ଜନ ଦାସ ଭାଷା ସମ୍ମାନ, ୨୦୧୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Kirtan Narayan Padhi is in following lists
In lists
By field of work
comments so far.
Comments
Credits
References and sources
Kirtan Narayan Padhi