peoplepill id: jyotimanjari-debi
Indian politician
Jyotimanjari Debi
The basics
Quick Facts
Intro
Indian politician
A.K.A.
Rani Jyotimanjari Debi
Places
was
Work field
Gender
Female
Religion(s):
Star sign
Age
66 years
Politics:
Family
Spouse:
Positions
Member of the Second Odisha Legislative Assembly
(1957-1961)
The details (from wikipedia)
Biography
ଜ୍ୟୋତିମଞ୍ଜରୀ ଦେବୀ (୧ ଜାନୁଆରୀ ୧୯୨୦ - ୩୦ ଜାନୁଆରୀ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଜ୍ୟୋତିମଞ୍ଜରୀ ଦେବୀ ୧୯୨୦ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜ ମୋହନ ଦେବ ଓ ପତିଙ୍କ ନାମ ଭାନୁଗଙ୍ଗ ତ୍ରିଭୂବନ ଦେବ ।
ରାଜନୈତିକ ଜୀବନ
ଜ୍ୟୋତିମଞ୍ଜରୀ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଜ୍ୟୋତିମଞ୍ଜରୀ ଦେବୀ ୧୯୮୬ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Jyotimanjari Debi is in following lists
comments so far.
Comments
Credits
References and sources
Jyotimanjari Debi