peoplepill id: janaki-ballabha-mohanty
JBM
India
3 views today
4 views this week
Janaki Ballabha Mohanty
Indian poet

Janaki Ballabha Mohanty

The basics

Quick Facts

Intro
Indian poet
Places
was
Work field
Gender
Male
Birth
Place of birth
Odisha, India
Death
Age
80 years
The details (from wikipedia)

Biography

ଜନ୍ମସ୍ଥାନ: ଖୋର୍ଦ୍ଧା । ଆକାଶବାଣୀ କଟକ କେନ୍ଦ୍ରର ‘ସର୍ବଗ୍ରାହୀ ରାଜଭାଗ ଅନୁବନ୍ଧ’ ବା ‘ଓମନିବସ ରୟାଲଟି କନସ୍ଟ୍ରୋକ୍ଟ’ର ସୂତ୍ରପାତ ବେଳେ, ପ୍ରଥମ ଅନୁବନ୍ଧିତ ଗୀତିକାର ଥିଲେ ଜାନକୀ ବଲ୍ଲଭ ମହାନ୍ତି । ରାଧାବିନୋଦ ପଟ୍ଟନାୟକଙ୍କ ଗାୟନରେ 'ସପନେ ସପନେ କିଏ ଗୋ’ (ପ୍ରସାରଣ ତାରିଖ ଓ ସମୟ:୧୪| 9 8 I ঘ°১|| 8 61ং ৪) S@gla ଆକାଶବାଣୀର ପ୍ରଥମ ଅନୁବନ୍ଧିତ ଗୀତିକାରଙ୍କ ରଚନା । ପଲ୍ଲୀସ୍‌ର ଗୀତ ରଚନା କ୍ଷେତ୍ରରେ ମଧ୍ୟ ସେ ଅଗ୍ରଗଣ୍ୟ । ପଦ ସଂଯୋଜନାର ନୂତନତ୍ୱ ଓ ପରିବେଷଣର ପାଟବତାରେ ସେ ଥିଲେ ସ୍ୱତନ୍ତ୍ର । ତାଙ୍କ ରଚିତ ‘ବଗୁଲା ବଗୁଲି ଉଡ଼ିଗଲେ ଗଛ ଛାଡ଼ି’, ‘ଆମ କଣେଇ ଘରର କଣେଇ ଖେଳଲୋ, ମନେ କି ତୋର ନାହିଁ’, ‘ମନେ ନାଇଁକି, ସେଇ କୁହୁଡ଼ି ଘେରା କାକର ପାହାନ୍ତି’, ‘ଗହଳିଆ ଆମ୍ବତୋଟା ମୂଳେ’ ଆଦି ପଲ୍ଲୀସ୍‌ର ଗୀତରେ ପ୍ରେମ ପ୍ରଣୟ ଓ ପଲ୍ଲୀ ଜୀବନର ସ୍ୱରୂପ ସ୍ପଷ୍ଟ । ଆଧୁନିକ ଗୀତ ରଚନା କ୍ଷେତ୍ରରେ ମଧ୍ୟ ଜାନକୀ ବଲ୍ଲଭ ମହାନ୍ତି ଥିଲେ ଭିନ୍ନ । ‘ଆକାଶ କରିଛି ଯାଯାବର ମୋତେ ଶୁନ୍ୟପଥର ଯାତ୍ରୀ’, ଏହି ରଚନାରେ ବିମ୍ବ ଓ ଅଳଙ୍କରଣର ଭିନ୍ନ ପ୍ରୟୋଗ ଭାବକୁ ଯେମିତି ପୁଷ୍ଟ କରିଛି ତାହା କବିଙ୍କ ଭିନ୍ନତାର ପରିଚୟ । ‘କେଦାର ଗୌରୀ’(୧୯୫୪) ଚଳଚ୍ଚିତ୍ର ପାଇଁ ସେ ଦୁଇଟି ଗୀତ ରଚନା କରିଥିଲେ, ଚଳଚ୍ଚିତ୍ର ସହ ଏହା ତାଙ୍କର ଏକମାତ୍ର ସଂପୃକ୍ତି ।

ଆଧାର

  1. Encyclopedia of Indian Cinema. 27/1/2016. p. ୮୮, ୮୯.
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Janaki Ballabha Mohanty is in following lists
comments so far.
Comments
From our partners
Sponsored
Credits
References and sources
Janaki Ballabha Mohanty
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes