peoplepill id: harihar-bahinipati
HB
India
3 views today
3 views this week
Harihar Bahinipati
Politician from Odisha, India

Harihar Bahinipati

The basics

Quick Facts

Intro
Politician from Odisha, India
Places
Gender
Male
Age
78 years
Positions
Member of the Fourth Odisha Legislative Assembly
(8 March 1967-5 January 1971)
Member of the Second Odisha Legislative Assembly
(1957-1961)
The details (from wikipedia)

Biography

ହରିହର ବାହିନୀପତି (୧୦ ସେପ୍ଟେମ୍ବର ୧୯୨୭ - ୨୫ ଅଗଷ୍ଟ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ଲେଖକ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ନରକର କଇଁ, କରାରା ମଣିଷ ଭଳି ଉପନ୍ୟାସ ରଚନା କରିଥିଲେ । ତାଙ୍କଦ୍ୱାରା ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ନିର୍ମାଲ୍ୟ ପୁରୀରୁ ପ୍ରତିବର୍ଷ ଦୁଇଥର ପ୍ରକାଶ ପାଉଛି ।

ଜନ୍ମ, ପରିବାର ଓ ଶିକ୍ଷା

ହରିହର ବାହିନୀପତି ୧୯୨୭ ମସିହାର ସେପ୍ଟେମ୍ବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ବାହିନୀପତି ଓ ପତ୍ନୀଙ୍କ ନାମ ଗୌରୀ ବାହିନୀପତି ।

ରାଜନୈତିକ ଜୀବନ

ହରିହର ଓଡ଼ିଶା ରାଜନୀତିରେ ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୬୭ରୁ ୧୯୭୧ ମସିହାଯାଏଁ ୪ର୍ଥ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୫୭୧୯୬୧ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭାପୁରୀପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୬୭୧୯୭୧ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭାପୁରୀପ୍ରଜା ସୋସିଆଲିଷ୍ଟ ପାର୍ଟି

ମୃତ୍ୟୁ

ହରିହର ୨୦୦୫ ମସିହାର ଅଗଷ୍ଟ ୨୫ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Harihar Bahinipati is in following lists
comments so far.
Comments
From our partners
Sponsored
Credits
References and sources
Harihar Bahinipati
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes