peoplepill id: debaprasad-dash
Indian Odia-language author
Debaprasad Dash
The basics
Quick Facts
Intro
Indian Odia-language author
Places
Work field
Gender
Male
Place of birth
Odisha, India
Awards
Odisha Sangita Natak Akademi Award
(2009)
The details (from wikipedia)
Biography
ଦେବପ୍ରସାଦ ଦାଶ, ଓଡ଼ିଶାର ଜଣେ ଜଣାଶୁଣା ଲେଖକ, ଅଭିନେତା ଓ ସମ୍ବାଦ ପାଠକ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ଆଦିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବରାବର ଦେଖିବାକୁ ମିଳିଥାଏ । ଦୂରଦର୍ଶନର ଜଣେ ସମ୍ବାଦ ପାଠକ ଭାବରେ ସେ ଖୁବ ପରିଚିତ । ସେ, ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ପଚିଚାଳନା ମଧ୍ୟ କରିଥାଆନ୍ତି । ଇନ୍ଦ୍ରଧନୁର ଛାଇ ଓ କଥାନ୍ତର ଚଳଚ୍ଚିତ୍ର ମାଧ୍ୟମରେ, ସେ ନିଜର ଅଭିନୟ ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି ।
ଦେବପ୍ରସାଦ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ଭାବରେ ମଧ୍ୟ କାର୍ଯ୍ୟରତ ।ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି । ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।
ରଚନାବଳୀ
ଗଳ୍ପ ସଂକଳନ
- ଇନ୍ଦ୍ରଧନୁର ରଙ୍ଗ
- ଗଜପତି
- ଦଙ୍ଗା
- ମୁହଁ
- କାନ୍ଥ
- ଆଲୋଚନା
- ଭୋର
ପ୍ରବନ୍ଧ ସଂକଳନ
- ଆମ ସମୟ
- ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ
- ଆତଙ୍କବାଦ
- ଓସାମା ବିନ୍ ଲାଦେନ ଓ ସହସ୍ରାଦ୍ଧର ପ୍ରଥମ ଯୁଦ୍ଧ
ସମ୍ପାଦନା
- ଝିଅ
ଅନୁବାଦ
- ଦେଶ ପରଦେଶ(କମଳେଶ୍ୱରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ)
ଅନ୍ୟାନ୍ୟ
- ଇଣ୍ଡିଆ ଷ୍ଟୋରି(ଇଂରାଜୀରେ ନିରଞ୍ଜନ ପତି ଓ ସନ୍ଧ୍ୟାରାଣୀ ନାୟକଙ୍କ ସହଲିଖିତ)
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଭୋର ପାଇଁ), ୨୦୦୯
- ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର - ୨୦୦୪
- ସମ୍ମା ସମ୍ମାନ - ୨୦୧୨
- ଏକାମ୍ର ସଂସ୍କୃତି ସମ୍ମାନ - ୨୦୧୦
- କଥା ନବପ୍ରତିଭା ସମ୍ମାନ
- କିଶୋରୀ ଚରଣ ଦାସ ଗଳ୍ପ ପୁରସ୍କାର
- ଅମୃତାୟନ ଗଳ୍ପ ପୁରସ୍କାର
- ସୁଧନ୍ୟା ଗଳ୍ପ ପୁରସ୍କାର
ଆଧାର
- ↑ http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article4359663.ece
- ↑ http://www.odisha.com/20060809/fullstory/film.cyclone4.html
- ↑ http://www.nerve.in/news:25350011377
- ↑ http://www.odisha.gov.in/ga/notifications/gnotification/Pdf/2013/GAD_SER2_ID_0012_2012_PT_18231_Gen.pdf
- ↑ http://odishatv.in/odisha/senior-oas-officer-deba-prasad-dash-suspended-298926
- ↑ http://www.newindianexpress.com/states/odisha/2018/jun/01/dash-dares-cbi-probe-1822309.html
- ↑ http://www.odiasahitya.com/odia-literature-news/sahitya-academy-puraskara/
- ↑ http://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Debaprasad Dash is in following lists
In lists
By field of work
By work and/or country
comments so far.
Comments
Credits
References and sources
Debaprasad Dash