peoplepill id: birendra-mohanty
BM
India
2 views today
2 views this week
Birendra Mohanty
�����ଡ଼ିଆ ଶିଶୁ ସାହିତ୍ୟିକ

Birendra Mohanty

The basics

Quick Facts

Intro
�����ଡ଼ିଆ ଶିଶୁ ସାହିତ୍ୟିକ
A.K.A.
Birendranath Mohanty Birendranatha Mohanty
Places
Gender
Male
Age
62 years
The details (from wikipedia)

Biography

ବୀରେନ୍ଦ୍ରନାଥ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୬୨) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ରଚନା ପାଇଁ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଏବଂ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ବୀରେନ୍ଦ୍ର ମହାନ୍ତି ୨୫ ଖଣ୍ଡ ପୁସ୍ତକ ରଚନା କରିବା ସହ ୬ ଖଣ୍ଡ ପୁସ୍ତକକୁ ଅନୁବାଦ କରିଛନ୍ତି ।

ଜନ୍ମ ଓ ଶିକ୍ଷା

ବୀରେନ୍ଦ୍ରନାଥ ମହାନ୍ତି ୧୯୬୨ ମସିହାର ଅପ୍ରେଲ ମାସ ୮ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ପୁରୀର ଏସ୍.ଏସ୍.ସି. କଲେଜରୁ ୧୯୮୦ ମସିହାରେ ସ୍ନାତକ ଶେଷ କରିଥିଲେ । ୧୯୮୭ ମସିହାରେ ବୀରେନ୍ଦ୍ରନାଥ ମିନତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।

ରଚନାବଳୀ

  • ୧୯୯୬ - ଥକୁଲୁଥୁକୁଲୁ ଥା
  • ୨୦୧୮ - ରୁମ୍‌କୁ ଝୁମା
  • ଶିଶୁ ହସିଲେ ଦୁନିଆ ହସେ (ଚୁନୀ ପ୍ରକାଶନୀ, ପୁରୀ)
  • ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ
  • କେଳୁ ଚରଣ ମହାପାତ୍ରଙ୍କ ଜୀବନି (ବଙ୍ଗଳାକୁ ଅନୁବାଦ)

ପୁରସ୍କାର

ବୀରେନ୍ଦ୍ରନାଥ ମହାନ୍ତି ୧୯୯୬ ମସିହାରେ ତାଙ୍କର ଶିଶୁ ସାହିତ୍ୟ ଥକୁଲୁଥୁକୁଲୁ ଥା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହାପରେ ସେ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହି ପୁରସ୍କାର ତାଙ୍କ ତାଙ୍କର ଶିଶୁ କବିତା ପୁସ୍ତକ ରୁମ୍‌କୁ ଝୁମା ପାଇଁ ପାଇଥିଲେ । ଏହି ପୁସ୍ତକରେ ତାଙ୍କ ରଚିତ ସମୁଦାୟ ୧୦୦ଟି କବିତା ପ୍ରକାଶ ପାଇଥିଲା । ଏଥି ସହିତ ସେ ଜାତୀୟ ସାକ୍ଷରତା ମିଶନ ପୁରସ୍କାର, କାନପୁରସ୍ଥିତ ବାଳ କଲ୍ୟାଣ ସଂସ୍ଥାନ ପକ୍ଷରୁ ଜାତୀୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ତଥା ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।

ଆଧାର

  1. "'ରୁମ୍‌କୁ ଝୁମା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିରେନ୍ଦ୍ର ମହାନ୍ତି". Odisha Reporter (in ଇଂରାଜୀ). 2018-06-22. Archived from the original on 26 February 2019. Retrieved 2019-02-26.
  2. "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ ଏହି ପୁରସ୍କାର - Odisha Live". Dailyhunt (in ଇଂରାଜୀ). Retrieved 2019-02-26.
  3. Dharitri. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Dharitri.com (in ଇଂରାଜୀ). Retrieved 2019-02-26.
  4. "VTLS Chameleon iPortal". opac.nationallibrary.gov.in. Retrieved 26 February 2019.
  5. Bureau, Samajalive. "ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର | Samaja Live" (in ଇଂରାଜୀ). Retrieved 2019-02-26.
  6. "Odisha Sahitya Akademi". odishasahityaakademi.org. Retrieved 2019-02-26.
  7. "Breakfast Odisha with Sisu Sahityika Birendra Nath Mohanty". Prameya News7 (in ଇଂରାଜୀ). 2018-08-06. Retrieved 2019-02-26.
  8. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in (in ଇଂରାଜୀ). Retrieved 2019-02-26.
  9. "ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର". Sambad (in ଇଂରାଜୀ). 2018-06-22. Retrieved 2019-02-26.
  10. ନାୟକ, ହେମନ୍ତ (23 June 2018). "'ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର'-ବୀରେନ୍ଦ୍ର ମହାନ୍ତି". Dharitri.com (in Odia). Archived from the original on 26 February 2019. Retrieved 2019-02-26.CS1 maint: Unrecognized language (link)

ଅଧିକ ତଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Birendra Mohanty is in following lists
comments so far.
Comments
From our partners
Sponsored
Credits
References and sources
Birendra Mohanty
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes