peoplepill id: biraja-prasad-ray
BPR
India
3 views today
3 views this week
Biraja Prasad Ray
Indian politician

Biraja Prasad Ray

The basics

Quick Facts

Intro
Indian politician
A.K.A.
Biraja Ray
Places
Work field
Gender
Male
Religion(s):
Positions
Member of the Fourth Odisha Legislative Assembly
(1967-1971)
The details (from wikipedia)

Biography

ବିରଜା ପ୍ରସାଦ ରାୟ (ମୃତ୍ୟୁ: ୫ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ବିରଜା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ବିରଜା ପ୍ରସାଦ ରାୟଙ୍କ ବାପାଙ୍କ ନାମ ଉମେଶ ଚନ୍ଦ୍ର ରାୟ ଓ ପତ୍ନୀଙ୍କ ନାମ କିରଣବାଳା ରାୟ ।

ରାଜନୈତିକ ଜୀବନ

ବିରଜା ପ୍ରସାଦ ରାୟ ଓଡ଼ିଶା ରାଜନୀତିରେ ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ବିରଜା ପ୍ରସାଦ ରାୟ ୨୦୦୫ ଡିସେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Biraja Prasad Ray is in following lists
comments so far.
Comments
From our partners
Sponsored
Credits
References and sources
Biraja Prasad Ray
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes