peoplepill id: bharat-chandra-hota
Politician from Odisha, India
Bharat Chandra Hota
The basics
Quick Facts
Intro
Politician from Odisha, India
Places
Work field
Gender
Male
Politics:
The details (from wikipedia)
Biography
ଭରତ ଚନ୍ଦ୍ର ହୋତା (ମୃତ୍ୟୁ: ୪ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା
ଭରତ ଚନ୍ଦ୍ର ହୋତାଙ୍କ ବାପାଙ୍କ ନାମ ନଟବର ହୋତା ଏବଂ ପତ୍ନୀଙ୍କ ନାମ ତିଳୋତ୍ତମା ହୋତା।
ରାଜନୈତିକ ଜୀବନ
ଭରତ ଚନ୍ଦ୍ର ହୋତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଭରତ ଚନ୍ଦ୍ର ହୋତା ୨୦୦୦ ମସିହାର ଜୁଲାଇ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ୭ ଜୁଲାଇ ୨୦୦୦ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Bharat Chandra Hota is in following lists
By field of work
By work and/or country
comments so far.
Comments
Credits
References and sources
Bharat Chandra Hota