peoplepill id: bhagawan-bhoi
BB
India
2 views today
2 views this week
Bhagawan Bhoi
Politician from Odisha, India

Bhagawan Bhoi

The basics

Quick Facts

The details (from wikipedia)

Biography

ଭଗବାନ ଭୋଇ (୬ ଡିସେମ୍ବର ୧୯୩୨ - ୧୪ ଅକ୍ଟୋବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଭଗବାନ ଭୋଇ ୧୯୩୨ ମସିହାର ଡିସେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୟାଧର ଭୋଇ ଓ ପତ୍ନୀଙ୍କ ନାମ ଚିରଞ୍ଜୀବି ଭୋଇ ।

ରାଜନୈତିକ ଜୀବନ

ଭଗବାନ ଭୋଇ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଭଗବାନ ଭୋଇ ୨୦୦୭ ମସିହାର ଅକ୍ଟୋବର ୧୪ ତାରିଖରେ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Bhagawan Bhoi is in following lists
comments so far.
Comments
From our partners
Sponsored
Credits
References and sources
Bhagawan Bhoi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes