peoplepill id: bhagawan-bhoi
Politician from Odisha, India
Bhagawan Bhoi
The basics
Quick Facts
Intro
Politician from Odisha, India
Places
was
Work field
Gender
Male
Age
74 years
Politics:
The details (from wikipedia)
Biography
ଭଗବାନ ଭୋଇ (୬ ଡିସେମ୍ବର ୧୯୩୨ - ୧୪ ଅକ୍ଟୋବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଭଗବାନ ଭୋଇ ୧୯୩୨ ମସିହାର ଡିସେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୟାଧର ଭୋଇ ଓ ପତ୍ନୀଙ୍କ ନାମ ଚିରଞ୍ଜୀବି ଭୋଇ ।
ରାଜନୈତିକ ଜୀବନ
ଭଗବାନ ଭୋଇ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଭଗବାନ ଭୋଇ ୨୦୦୭ ମସିହାର ଅକ୍ଟୋବର ୧୪ ତାରିଖରେ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Bhagawan Bhoi is in following lists
By work and/or country
comments so far.
Comments
Credits
References and sources
Bhagawan Bhoi