peoplepill id: baidhar-naik
Indian politician
Baidhar Naik
The basics
Quick Facts
Intro
Indian politician
A.K.A.
Baidhar Nayak
Places
Work field
Gender
Male
Religion(s):
Politics:
Positions
Member of the First Odisha Legislative Assembly
(1952-1957)
The details (from wikipedia)
Biography
ବାଇଧର ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବାଇଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ଜୀବନ
ବାଇଧର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ବାଇଧରଙ୍କର ମୃତ୍ୟୁ ପାଇଁ ୧୯୭୯ ମସିହାର ଫେବୃଆରୀ ମାସ ୨ ତାରିଖରେ ବିଧାନ ସଭାରେ ଶୋକ ସଭାର ଆୟୋଜନ କରାଯାଇଥିଲା ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Baidhar Naik is in following lists
By field of work
By work and/or country
comments so far.
Comments
Credits
References and sources
Baidhar Naik