peoplepill id: arjun-charan-hembram
Santali poet
Arjun Charan Hembram
The basics
Quick Facts
Intro
Santali poet
A.K.A.
Arjun Hembram
Places
is
Work field
Gender
Male
Birth
Place of birth
Mayurbhanj district
Age
73 years
The details (from wikipedia)
Biography
ଅର୍ଜୁନ ଚରଣ ହେମ୍ବ୍ରମ, ଓଡ଼ିଶାରେ ଜନ୍ମିତ ଜଣେ ସାନ୍ତାଳି ଭାଷାର କବି । ସାନ୍ତାଳି କବିତା ସଂକଳନ ଚାନ୍ଦ ବୋଙ୍ଗା ନିମନ୍ତେ, ତାଙ୍କୁ ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । କବି ଅର୍ଜୁନଙ୍କଦ୍ଵାରା ରଚିତ ୮୦ଟି କବିତା ଏହି ସଂକଳନରେ ସ୍ଥାନ ପାଇଛି ।
କବି ଅର୍ଜୁନ ଚରଣ ହେମ୍ବ୍ରମ ୧୯୫୨ ମସିହାରେ ମୟୁରଭଞ୍ଜର ଦାନ୍ତିଆଠାରେ ଜନ୍ମଗ୍ରହଣ କରିଥିଲେ । ବାଙ୍ଗିରିପୋଷିରୁ ସ୍କୁଲ ଶିକ୍ଷା ସମାପ୍ତ କରି, ସେ ଭୁବନେଶ୍ୱରର ବିଜେବି କଲେଜରୁ ସ୍ନାତକ ତଥା କଟକର ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରି, ୨୦୧୨ ମସିହାରେ ଅବସର ଗ୍ରହଣ କରିସାରିଛନ୍ତି ।
ରଚନାବଳୀ
- ଚିକି ଗାବନ(୧୯୨୧)
- ଲାଡେ ସାର୍ଜମ(୧୯୮୬)
- ଚାନ୍ଦ ବୋଙ୍ଗା(୨୦୧୧)
ସମ୍ପାଦନା
- ଚାଇ ଚମ୍ପା
- ବାହା ବୋଙ୍ଗା
ପୁରସ୍କାର ଓ ସମ୍ମାନ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(୨୦୧୩)
- ବନଫୁଲ ପୁରସ୍କାର
- ଓଡ଼ିଶା ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ପୁରସ୍କାର
- ରଘୁନାଥ ମୁର୍ମୁ ଫେଲୋସିପ
- ସାନ୍ତାଳି ଲେଖକ ପୁରସ୍କାର
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Arjun Charan Hembram is in following lists
In lists
By work and/or country
comments so far.
Comments
Arjun Charan Hembram