peoplepill id: saghir-ahmed
Saghir Ahmed
The basics
Quick Facts
Intro | Film director | ||
Is | Film director | ||
From | India | ||
Field | Film, TV, Stage & Radio | ||
Gender | male | ||
Birth | Cuttack District, Central division, Odisha, India | ||
Death | 27 February 2013 | ||
Education |
|
The details (from wikipedia)
Biography
ସାଗୀର ଅହମଦ, ୧୯୩୦ ଦଶକରେ କଟକଠାରେ ଜନ୍ମିତ ଜଣେ ଜଣାଶୁଣା ସମାନ୍ତରାଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଶିକ୍ଷାବିତ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଧାରେ ଆଲୁଅ ଭାରତୀୟ ପାନୋରାମାକୁ ନିର୍ବାଚିତ ହୋଇଥିଲା ।
ସାଗୀର ଅହମଦ, ପିଲାଦିନରୁ ବାମପନ୍ଥି ଚିନ୍ତାଧାରା ପ୍ରତି ଆକର୍ଷିତ ଥିଲେ । ସେ, ୧୯୬୮ ମସିହାରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା ହାସଲ କରିଥିଲେ ।
ସାଗୀର ଅହମଦଙ୍କର ୨୦୧୩ ମସିହା ଫେବୃଆରୀ ୨୭ତାରିଖରେ ପରଲୋକ ଗମନ ହୋଇଥିଲା ।
ଓଡ଼ିଆ କଥାଚିତ୍ରକୁ ଅବଦାନ
- ଧାରେ ଆଲୁଅ - ୧୯୮୩
- ଅଭିଶପ୍ତ - ୧୯୭୧(ଅସମ୍ପୂର୍ଣ୍ଣ)
- କିଏ ତୋଳିବ ଇନ୍ଦ୍ରଧନୁ - ୧୯୭୯(ଅସମ୍ପୂର୍ଣ୍ଣ)
- ପରାଗପରେ (ଅସମ୍ପୂର୍ଣ୍ଣ)
ଆଧାର
ଅଧିକ ତଥ୍ୟ
- ସାଗୀର ଅହମଦ (ଇଣ୍ଟରନେଟ ମୁଭି ଡାଟାବେସରେ)
comments so far.
Comments
Reference sources
References
Sections
