peoplepill id: jadav-majhi-1
JM
India
1 views today
2 views this week
Jadav Majhi
Indian politician

Jadav Majhi

The basics

Quick Facts

Intro
Indian politician
A.K.A.
Jadab Majhi
From
Work field
Gender
Male
Star sign
LeoLeo
Death
11 January 2000 (aged 75 years)
Age
75 years
The details (from wikipedia)

Biography

ଯାଦବ ମାଝୀ (୨୧ ଅଗଷ୍ଟ ୧୯୨୪ - ୧୧ ଜାନୁଆରୀ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଯାଦବ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସ୍ୱାଧୀନ ଭାରତର ପ୍ରଥମ ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

ଯାଦବ ମାଝୀ ୧୯୨୪ ମସିହାର ଅଗଷ୍ଟ ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଳିଆ ମାଝୀ ।

ରାଜନୈତିକ ଜୀବନ

ଯାଦବ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଯାଦବ ମାଝୀ ୨୦୦୦ ମସିହାର ଜାନୁଆରୀ ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 22 Feb 2020. The contents are available under the CC BY-SA 4.0 license.
Lists
Jadav Majhi is in following lists
comments so far.
Comments
From our partners
Sponsored
Reference sources
References
Jadav Majhi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes