peoplepill id: harihar-mishra
HM
India
4 views today
4 views this week
The basics

Quick Facts

Intro
Odia writer
From
Gender
Male
Star sign
AquariusAquarius
Age
84 years
Awards
Sarala Puraskar
(2011)
The details (from wikipedia)

Biography

ହରିହର ମିଶ୍ର (ଜନ୍ମ: ୨୦ ଜାନୁଆରୀ ୧୯୪୦(1940-01-20)) ଏକାଧାରରେ ଜଣେ କବି,ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର । ସେ ୧୯୪୦ ମସିହା ଜାନୁଆରୀ ୨୦ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ବେତାର ନାଟକରେ ଅଭିନୟ ମଧ୍ୟ କରିଛନ୍ତି । ୨୦୧୬ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।

ରଚନାବଳୀ[୬]

କଥାଚିତ୍ରରେ ଭୂମିକା

ହରିହର ଶ୍ରୀ ଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ । ପରେ ଚିଲିକା ତୀରେ (୧୯୭୮) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ତପସ୍ୟା (୧୯୮୦) କଥାଚିତ୍ରର ଗୀତ ଲେଖିଥିଲେ ।

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ରାତ୍ରିର ଦୁଇଟି ଡେଣା ପାଇଁ), ୧୯୭୭
  • ଶାରଳା ପୁରସ୍କାର (ଦିବ୍ୟ ଅସନ୍ତୋଷ ପାଇଁ), ୨୦୧୧
  • ଭାନୁଜୀରାଓ ସ୍ମାରକୀ ପୁରସ୍କାର, ୨୦୦୭
  • ଜୀବନ ରଙ୍ଗ ପୁରସ୍କାର, ୧୯୮୩
  • ଝଙ୍କାର ବିଷୁବ ଗଳ୍ପ ପୁରସ୍କାର, ୧୯୬୦
  • ଝଙ୍କାର ବିଷୁବ କବିତା ପୁରସ୍କାର, ୧୯୬୯
  • ବିଷୁବ ପୁରସ୍କାର (ସାମଗ୍ରିକ କୃତି ପାଇଁ), ୧୯୭୪
  • ଧରିତ୍ରୀ ସମ୍ମାନ, ୧୯୭୭

ଆଧାର

  1. "Harihar Mishra Honored with Sarala Award 2011". odisha.360.batoi.com. 2011. Retrieved 9 January 2013. decided to present him the award for his book “Dibya Asantosha”, penned in 2009
  2. "Puri poet to head Sahitya Akademi". The Telegraph. Retrieved 5 May 2016.
  3. "Orissa CM gives away Think Odisha Leadership Awards, 2010". timesofindia-economictimes. Retrieved 5 May 2016.
  4. ସମ୍ବାଦ ୦୫/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮ରେ ପ୍ରକାଶିତ ଖବର "ହରିହର ମିଶ୍ର ହେବେ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି"
  5. ସମ୍ବାଦ ୦୭/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଖବର "ସାହିତ୍ୟ ଏକାଡେମୀର ୩୧ତମ ସଭାପତି ହେଲେ ହରିହର ମିଶ୍ର"
  6. "କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ସହ ସାକ୍ଷାତକାର". odiasahitya.com. 2011. Retrieved 9 January 2013. ହରିହରିଙ୍କ ସୃଷ୍ଟି
  7. "ଶ୍ରୀ ଶ୍ରୀ ପତିତପାବନ". ନଜର୍ (ନିତିଦିନ). Retrieved 25 September 2016.
  8. ଦେଓ, ସୂର୍ଯ୍ୟ. ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯). ସୃଜନ. p. 230. ISBN 9788192546537.
  9. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. Retrieved 5 May 2016.
  10. "The Hindu: Sarala Puraskar conferred on Harihar Mishra". thehindu.com. 2011. Retrieved 9 January 2013. Eminent Oriya litterateur and dramatist Harihar Mishra was conferred the coveted Sarala Puraskar (award)
  11. "The Telegraph - Calcutta (Kolkata) | Nation | Author honoured". telegraphindia.com. 2007. Retrieved 9 January 2013. Bhanujee Rao Smaraki Puraskar of Rs 20,000 for 2007 to poet Harihar Mishra

ଅଧିକ ତଥ୍ୟ

The contents of this page are sourced from Wikipedia article on 27 Jun 2020. The contents are available under the CC BY-SA 4.0 license.
Lists
Harihar Mishra is in following lists
comments so far.
Comments
From our partners
Sponsored
Reference sources
References
Harihar Mishra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes