peoplepill id: bhairab-chandra-mohanty
BCM
India
1 views today
4 views this week
Bhairab Chandra Mohanty
Indian politician

Bhairab Chandra Mohanty

The basics

Quick Facts

The details (from wikipedia)

Biography

ଭୈରବ ଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ କ୍ରୀଡ଼ା ସଂଗଠକ ଓ ରାଜନେତା ଥିଲେ । ତାଙ୍କୁ ଓଡ଼ିଶା କ୍ରୀଡ଼ାଜଗତର "ଧର୍ମପିତା" କୁହାଯାଏ । ସେ ବାରବାଟି ଷ୍ଟାଡିଅମର ନିର୍ମାଣ ଦାୟିତ୍ଵରେ ଥିଲେ ଓ ଏହାର ନାମକରଣ କରିଥିଲେ ।

ଜୀବନୀ

ଭୈରବ ଚନ୍ଦ୍ର, ୧୯୧୩ ମସିହା ଜୁଲାଇ ୧୩ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ଶୈଶବରୁ ସେ ଖେଳପ୍ରିୟ ଥିଲେ । ଫୁଟବଲ, କ୍ରିକେଟ ଓ ହକି ଆଦି ଖେଳରେ ସେ ଦକ୍ଷ ଥିଲେ । ପକେଟରେ ସବୁବେଳେ ଏକ କ୍ରିକେଟ ବଲ ରଖୁଥିଲେ । ଜଣେ କିରାଣି ଭାବରେ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଇସ୍ତଫା ଦେଇ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେ ଏକାଧିକ ବାର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେଏବଂ ମନ୍ତ୍ରୀପଦ ଲାଭ କରିଥିଲେ । ସେ ପ୍ରଜାତନ୍ତ୍ର ଓ ଇଷ୍ଟର୍ନ ଟାଇମସର ପ୍ରଥମ ସମ୍ପାଦକ ଥିଲେ ।

୨୩ ଜୁଲାଇ ୧୯୮୦ରେ ସେ ମୃତ୍ୟୁଲାଭ କରିଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Bhairab Chandra Mohanty is in following lists
comments so far.
Comments
From our partners
Sponsored
Bhairab Chandra Mohanty
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes