peoplepill id: basudev-sunani
Basudev Sunani
The basics
Quick Facts
Intro | Indian poet |
A.K.A. | Basudeb Sunani |
Is | Poet |
From | India |
Field | Literature |
Gender | male |
Birth | 27 September 1962, Nuapada district, India |
Age | 59 years |
Star sign | Libra |
The details (from wikipedia)
Biography
ବାସୁଦେବ ସୁନାନୀ (ଜନ୍ମ : ୨୭ ସେପ୍ଟେମ୍ବର ୧୯୬୨), ଜଣେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ନିଜ କବିତା ସଂକଳନ ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ ପାଇଁ ସୁନାନୀ ୨୦୧୪ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ତାଙ୍କ କବିତାରେ ଜାତି-ଶ୍ରେଣୀ ଆଧାରରେ ସମାଜର ସବୁଠାରୁ ତଳସ୍ତରରେ ଥିବା ବ୍ୟକ୍ତିମାନଙ୍କର କଥା ଓ ସେମାନଙ୍କ ସାଂସ୍କୃତିକ ଜୀବନ ପ୍ରତିଫଳିତ ହେଇଥାଏ । ସେ କେନ୍ଦ୍ର ସରକାରଙ୍କ ପଶୁପାଳନ ବିଭାଗର ଡେପୁଟି କମିଶନର ଭାବରେ ଦିଲ୍ଲୀରେ ଚାକିରୀ କରନ୍ତି ।
ରଚନାବଳୀ
- ଅନେକ କିଛି ଘଟିବାର ଅଛି
- ମହୁଲବଣ
- ଅସ୍ପୃଶ୍ୟ - ୨୦୦୧
- କରଡ଼ି ହାଟ - ୨୦୦୫(ଈଷାନ ଅଙ୍କିତ ପ୍ରକାଶିନୀ)
- କାଳିଆ ଉବାଚ - ୨୦୧୧(ସାହିତ୍ୟ ଶ୍ୱେତପଦ୍ମା)
- ବାଡ଼ି କୁକୁଡା - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
- ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ - ୨୦୧୩(ସୃଜନୀ)
- ଦଳିତ ସଂସ୍କୃତିର ଇତିହାସ - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
- ଛେଳିକଥା - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
- ଅଗଣାରେ ବତକ - ୨୦୦୮(ଈଷାନ ଅଙ୍କିତ ପ୍ରକାଶିନୀ)
- ପଡ଼ା ପୋଡି - ୨୦୧୪(ପକ୍ଷୀଘର ପ୍ରକାଶନୀ)
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪('ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ' ପାଇଁ)
ଆଧାର
comments so far.
Comments
Reference sources
References
https://books.google.com/books?id=P4rAAwAAQBAJ&pg=PT9
http://odishasahityaakademi.org/sahitya-award13.php
https://books.google.com/books?id=lvsjAwAAQBAJ&pg=PA53
https://books.google.com/books?id=-b89DwAAQBAJ&pg=PT228
http://www.janabadi.in/?fbclid=IwAR3kOpPMseOT83Sh13nP5eVbXV4KtasRid3feIXexi26xNndRWkgIrOVrwc
https://books.google.com/books?id=QyE6DwAAQBAJ&pg=PT40
http://opac.nationallibrary.gov.in/cgi-bin/gw/chameleon?sessionid=2016093003104910324&skin=nl&lng=en&inst=consortium&host=localhost%2B1111%2BDEFAULT&patronhost=localhost%201111%20DEFAULT&searchid=3&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=1089832&authidu=1003
http://sambad.in/state/24-litterateurs-to-get-odisha-sahitya-akademi-award-17677/
http://opac.nationallibrary.gov.in
Sections
