Quantcast
peoplepill id: basudev-sunani
BS
2 views today
2 views this week
Basudev Sunani
Indian poet

Basudev Sunani

Basudev Sunani
The basics

Quick Facts

Intro Indian poet
A.K.A. Basudeb Sunani
Is Poet
From India
Field Literature
Gender male
Birth 27 September 1962, Nuapada district, India
Age 59 years
Star sign Libra
The details (from wikipedia)

Biography

ବାସୁଦେବ ସୁନାନୀ (ଜନ୍ମ : ୨୭ ସେପ୍ଟେମ୍ବର ୧୯୬୨), ଜଣେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ନିଜ କବିତା ସଂକଳନ ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ ପାଇଁ ସୁନାନୀ ୨୦୧୪ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ତାଙ୍କ କବିତାରେ ଜାତି-ଶ୍ରେଣୀ ଆଧାରରେ ସମାଜର ସବୁଠାରୁ ତଳସ୍ତରରେ ଥିବା ବ୍ୟକ୍ତିମାନଙ୍କର କଥା ଓ ସେମାନଙ୍କ ସାଂସ୍କୃତିକ ଜୀବନ ପ୍ରତିଫଳିତ ହେଇଥାଏ । ସେ କେନ୍ଦ୍ର ସରକାରଙ୍କ ପଶୁପାଳନ ବିଭାଗର ଡେପୁଟି କମିଶନର ଭାବରେ ଦିଲ୍ଲୀରେ ଚାକିରୀ କରନ୍ତି ।

ରଚନାବଳୀ

  • ଅନେକ କିଛି ଘଟିବାର ଅଛି
  • ମହୁଲବଣ
  • ଅସ୍ପୃଶ୍ୟ - ୨୦୦୧
  • କରଡ଼ି ହାଟ - ୨୦୦୫(ଈଷାନ ଅଙ୍କିତ ପ୍ରକାଶିନୀ)
  • କାଳିଆ ଉବାଚ - ୨୦୧୧(ସାହିତ୍ୟ ଶ୍ୱେତପଦ୍ମା)
  • ବାଡ଼ି କୁକୁଡା - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
  • ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ - ୨୦୧୩(ସୃଜନୀ)
  • ଦଳିତ ସଂସ୍କୃତିର ଇତିହାସ - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
  • ଛେଳିକଥା - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
  • ଅଗଣାରେ ବତକ - ୨୦୦୮(ଈଷାନ ଅଙ୍କିତ ପ୍ରକାଶିନୀ)
  • ପଡ଼ା ପୋଡି - ୨୦୧୪(ପକ୍ଷୀଘର ପ୍ରକାଶନୀ)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪('ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ' ପାଇଁ)

ଆଧାର

The contents of this page are sourced from Wikipedia article on 04 Oct 2019. The contents are available under the CC BY-SA 4.0 license.
comments so far.
Comments
From our partners
Sponsored
Reference sources
References
https://books.google.com/books?id=P4rAAwAAQBAJ&pg=PT9
http://odishasahityaakademi.org/sahitya-award13.php
https://books.google.com/books?id=lvsjAwAAQBAJ&pg=PA53
https://books.google.com/books?id=-b89DwAAQBAJ&pg=PT228
http://www.janabadi.in/?fbclid=IwAR3kOpPMseOT83Sh13nP5eVbXV4KtasRid3feIXexi26xNndRWkgIrOVrwc
https://books.google.com/books?id=QyE6DwAAQBAJ&pg=PT40
http://opac.nationallibrary.gov.in/cgi-bin/gw/chameleon?sessionid=2016093003104910324&skin=nl&lng=en&inst=consortium&host=localhost%2B1111%2BDEFAULT&patronhost=localhost%201111%20DEFAULT&searchid=3&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=1089832&authidu=1003
http://sambad.in/state/24-litterateurs-to-get-odisha-sahitya-akademi-award-17677/
http://opac.nationallibrary.gov.in
Sections Basudev Sunani

arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes