peoplepill id: upendra-prasad-mohanty
Poet from odisha
Upendra Prasad Mohanty
The basics
Quick Facts
Intro
Poet from odisha
Places
was
Work field
Gender
Male
Birth
Place of birth
Bhadrak district, India
Death
Age
79 years
The details (from wikipedia)
Biography
ଉପେନ୍ଦ୍ର ପ୍ରସାଦ ମହାନ୍ତି (୧୮୯୯-୧୯୭୮), ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ନିଜ କବିତା ପୁସ୍ତକ ଦିଲୀପ ପାଇଁ ୧୯୫୮ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ଉପେନ୍ଦ୍ର, ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
- ଦେବୀ - ୧୯୩୦ (ସୋମନାଥ ମହାନ୍ତି)
- ଦିଲୀପ - ୧୯୫୮ (ସୋମନାଥ ମହାନ୍ତି)
- ଝରା ଶେଫାଳିର ମାଳା - ୧୯୫୯ (ସୋମନାଥ ମହାନ୍ତି)
- ପ୍ରଣୟ ପୀୟୂଷ - ୧୯୨୧ (ସୋମନାଥ ମହାନ୍ତି)
- ମଧୁପର୍କ - ୧୯୨୦ (ସୋମନାଥ ମହାନ୍ତି)
- ଗଳ୍ପବୀଥି - ୧୯୩୨ (ବାଣୀ ସାହିତ୍ୟ ମନ୍ଦିର)
- ହରିଶଙ୍କର - ୧୯୪୭ (କଟକ ପବ୍ଲିଶିଙ୍ଗ୍ ହାଉସ)
- ରାଜରାଣୀ - ୧୯୩୦ (ସୋମନାଥ ମହାନ୍ତି)
- ତ୍ୟକ୍ତା - ୧୯୩୫ (ବାଣୀ ସାହିତ୍ୟ ମନ୍ଦିର)
ସମ୍ମାନ ଓ ପୁରସ୍କାର
- ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮ ('ଦିଲୀପ' ପୁସ୍ତକ ପାଇଁ)
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Upendra Prasad Mohanty is in following lists
By work and/or country
comments so far.
Comments
Credits
References and sources
Upendra Prasad Mohanty