peoplepill id: udayanath-sarangi
US
India
5 views today
30 views this week
Udayanath Sarangi
Odia writer and translator

Udayanath Sarangi

The basics

Quick Facts

The details (from wikipedia)

Biography

ଉଦୟନାଥ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାର ସିପି ଗାଆଁରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ସେ ପ୍ରଥମେ ପାଠ୍ୟପୁସ୍ତକ ରଚନା କରି ପରେ ଅନେକ ଶିଶୁ ସାହିତ୍ୟ ରଚନା କରିଥିଲେ ।

ରଚନାବଳୀ

  • ଓଡ଼ିଶାର ଇତିହାସ କଥା
  • ଭାରତର ଇତିହାସ କଥା
  • ପରୀରାଇଜ
  • ଟୁଉକୁ ମୂଷି
  • ଚକା ଚକା ଭଉଁରୀ
  • କଥା କବିତା
  • ଆମ ଗ୍ରହ-ଉପଗ୍ରହ
  • ଏମାନଙ୍କୁ ଜାଣିରଖ
  • ତେଲ ଲୁଣର ସଂସାର
  • ବିଚିତ୍ର ପଶୁ
  • ଜହ୍ନମାମୁ
  • ବିଲୁଆନନାର ବାହାଘର
  • ମିନିର ମନକଥା
  • ଜଳଜନ୍ତୁ ସିରିଜ୍
  • ଆଦିବାସୀ କଥା
  • ଟମକକାଙ୍କ କୁଟୀର
  • ଗାନ୍ଧି ମହାରାଜାଙ୍କ ଶିଷ୍ୟ (ଆତ୍ମଜୀବନୀ)

ଅନୁବାଦ

ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears" ଓ "ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆରେ ରୂପାନ୍ତର କରିଥିଲେ । ଏଦି ଅନୁଦିତ ବହିଟି ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା ଓ ଓଡ଼ିଆ ପାଠକମାନଙ୍କ ଦେଇ ବିଶେଷ ଭାବରେ ଆଦୃତ ହୋଇଥିଲା ।

  • ଆରବ୍ୟ ରଜନୀ
  • ଆଲିବାବା
  • ଗୌତମ ବୁଦ୍ଧ
  • ସିନ୍ଦବାଦ

ସମ୍ମାନ ଓ ପୁରସ୍କାର

ସେ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।

ଆଧାର

  1. Amaresh Datta; various (1 January 2006). The Encyclopaedia Of Indian Literature (Volume One (A To Devo). Sahitya Akademi. pp. 707–. ISBN 978-81-260-1803-1.
  2. Sherry Simon; Paul St-Pierre (2000). Changing the Terms: Translating in the Postcolonial Era. University of Ottawa Press. pp. 78–. ISBN 978-0-7766-0524-1.
  3. Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77
  4. ଓଡ଼ିଶା ଭାସ୍କର, ଗୁରୁବାର, ୦୮ ଜାନୁଆରୀ ୨୦୧୫, ପୃଷ୍ଠା:୬
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Udayanath Sarangi is in following lists
comments so far.
Comments
From our partners
Sponsored
Credits
References and sources
Udayanath Sarangi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes