peoplepill id: syamaghana-ulaka
Indian politician from Odisha
Syamaghana Ulaka
The basics
Quick Facts
Intro
Indian politician from Odisha
Places
Work field
Gender
Male
Family
Children:
The details (from wikipedia)
Biography
ଶ୍ୟାମଘନ ଉଲାକା (ମୃତ୍ୟୁ: ୧୪ ସେପ୍ଟେମ୍ବର ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ଶ୍ୟାମଘନ ଉଲାକାଙ୍କ ପତ୍ନୀଙ୍କ ନାମ ରତ୍ନଲୁ ଉଲାକା ।
ରାଜନୈତିକ ଜୀବନ
ଶ୍ୟାମଘନ ଉଲାକା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ଶ୍ୟାମଘନ ଉଲାକା ୧୯୭୦ ମସିହାର ସେପ୍ଟେମ୍ବର ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Syamaghana Ulaka is in following lists
By field of work
By work and/or country
comments so far.
Comments
Credits
References and sources
Syamaghana Ulaka