peoplepill id: sunil-kumar-prusty
Poet from Odisha, India
Sunil Kumar Prusty
The basics
Quick Facts
The details (from wikipedia)
Biography
ସୁନୀଲ କୁମାର ପୃଷ୍ଟି (ଜନ୍ମ : ୧୯୬୩), ଜଣେ ଓଡ଼ିଆ କବି ଓ ସମ୍ପାଦକ । ତାଙ୍କର କବିତା ସଙ୍କଳନ “ତନୁଲତାର କବିତା” ପାଇଁ ସେ ୨୦୦୮ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ । ସେ ଓଡ଼ିଆ ପତ୍ରିକା "ସଚିତ୍ର ବିଜୟା", "ସାହିତ୍ୟ ପୃଥିବୀ" ଓ "ଶିଶିର" ଆଦିର ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି ।
ରଚନାବଳୀ
- ଦେହ ଦେଉଳ
- ତନୁଲତାର କବିତା
- ଚିହ୍ନା ଚିହ୍ନା ନିର୍ଜନତା - ୧୯୮୮ (ନାଳନ୍ଦା)
- ପୁଅ ପାଇଁ ପ୍ରାଥନା ୨୦୦୧ (ଗ୍ରନ୍ଥ ମନ୍ଦିର )
- ଅସଫଳତା କବିତା - ୨୦୦୮ (ନୂପୁର)
- ମନୋଜ୍ଞ ମନୋଜ ଗଳ୍ପମାଳା -୨୦୧୩ (ବିଜୟାନନ୍ଦ ସିଂହ ଏବଂ ସୁନୀଲ କୁମାର ପୃଷ୍ଟିଙ୍କଦ୍ୱାରା ସହ-ସମ୍ପାଦିତ)
ପୁରସ୍କାର ଓ ସମ୍ମାନ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୮ (“ତନୁଲତାର କବିତା” ପାଇଁ)
- ବସନ୍ତ ମୁଦୁଲୀ ପୁରସ୍କାର
- ପ୍ରଜାତନ୍ତ୍ର ପୁରସ୍କାର
- ହିରାଖଣ୍ଡ ପୁରସ୍କାର
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Sunil Kumar Prusty is in following lists
By work and/or country
comments so far.
Comments
Credits
References and sources
Sunil Kumar Prusty