peoplepill id: sujata-anand
SA
India
1 views today
4 views this week
The basics

Quick Facts

Intro
Odia actress
Places
Gender
Female
The details (from wikipedia)

Biography

ସୁଜାତା ଆନନ୍ଦ ଜଣେ ଓଡ଼ିଆ ସିନେ ଅଭିନେତ୍ରୀ ଥିଲେ । ସେ ନିର୍ଦ୍ଦେଶକ କୁମାର ଆନନ୍ଦଙ୍କୁ ବିବାହ କରିଥିଲେ । ତାଙ୍କ ଅଭିନୀତ କିଛି ସ୍ମୃତି କିଛି ଅନୁଭୂତି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସମ୍ମାନୀତ ହୋଇଥିଲା ।


ବୃତ୍ତିଗତ ଜୀବନ

ଅଭିନୀତ ଓଡ଼ିଆ କଥାଚିତ୍ର

ସୁଜାତା ୫୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଥିଲେ ।

  • ମୋ କାହ୍ନୁରେ, ୨୦୦୦
  • କଥା ରହିଗଲା କାଳ କାଳକୁ, ୧୯୯୯
  • ଏଇ ସଂଘର୍ଷ, ୧୯୯୮
  • ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୭
  • ସୁନା ପୁଅ, ୧୯୯୬
  • ମୋ ଭାଇ ଜଗା, ୧୯୯୫
  • ମହୁଆ, ୧୯୯୪
  • ଶ୍ରଦ୍ଧାଞ୍ଜଳି, ୧୯୯୪
  • ଭାଇ ହେଲା ଭଗାରୀ, ୧୯୯୪
  • ସାଗର ସଙ୍ଗମ, ୧୯୯୪
  • ଭାଗ୍ୟ ହାତେ ଡୋରି, ୧୯୯୩
  • ପଥର ଖସୁଛି ବଡ଼ ଦେଉଳୁ, ୧୯୯୩
  • ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୧
  • ଆମ ଘର ଆମ ସଂସାର
  • ବସ୍ତ୍ର ହରଣ, ୧୯୯୧
  • ଚକାଡୋଳା କରୁଛି ଲୀଳା, ୧୯୯୦
  • ପରଦେଶୀ ଚଢେଇ, ୧୯୯୦
  • କୁରୁକ୍ଷେତ୍ର, ୧୯୮୮
  • ଚକା ଆଖି ସବୁ ଦେଖୁଛି, ୧୯୮୭
  • ଆସୁଛି ମୋ କାଳିଆସୁନା, ୧୯୮୯
  • ମମତାର ଡୋରି, ୧୯୮୯
  • ଥିଲି ଝିଅ ହେଲି ବୋହୁ, ୧୯୮୮
  • କିଛି ସ୍ମୃତି କିଛି ଅନୁଭୂତି, ୧୯୮୮
  • ଏଇ ତ ଦୁନିଆଁ, ୧୯୮୭
  • ମିଛ ମାୟା ସଂସାର, ୧୯୮୭
  • ତୁଣ୍ଡ ବାଇଦ, ୧୯୮୭
  • ଏଇ ଆମ ସଂସାର, ୧୯୮୬
  • ଜୋର ଯାର ମୂଲକ ତାର, ୧୯୮୬
  • ହାକିମ ବାବୁ, ୧୯୮୫
  • ପଳାତକ, ୧୯୮୫
  • ସ୍କୁଲ ମାଷ୍ଟର, ୧୯୮୫
  • ଜଗା ହାତରେ ପଘା, ୧୯୮୫
  • ଶଙ୍ଖା ସିନ୍ଦୂର, ୧୯୮୫
  • ରାଜା ହାରିଶ୍ଚନ୍ଦ୍ର, ୧୯୮୪
  • ପ୍ରତିଧ୍ୱନି, ୧୯୮୪
  • ଅଭିଳାଷ, ୧୯୮୩
  • ଆଶାର ଆକାଶ, ୧୯୮୩
  • ଅଶାନ୍ତ ଗ୍ରହ, ୧୯୮୨
  • ଦେଖ ଖବର ରଖ ନଜର, ୧୯୮୨
  • ମୁଁ ତୁମେ ଓ ସେ, ୧୯୮୨
  • କିଏ ଜିତେ କିଏ ହାରେ, ୧୯୮୧
  • ଦଣ୍ଡା ବାଳୁଙ୍ଗା, ୧୯୮୦
  • ଚିହ୍ନା ଅଚିହ୍ନା, ୧୯୭୯
  • ସମର ସଲିମ ସାଇମନ, ୧୯୭୯
  • ମାନିନୀ, ୧୯୭୯
  • ତଅପୋଇ, ୧୯୭୮
  • କୁଳ ଚନ୍ଦ୍ରମା, ୧୯୭୮
  • ବଳିଦାନ, ୧୯୭୮
  • ଚିଲିକା ତୀରେ, ୧୯୭୭
  • ଅଭିମାନ, ୧୯୭୭
  • ମୁକ୍ତି, ୧୯୭୭
  • ସୁନା ସଂସାର, ୧୯୭୭
  • ସିନ୍ଦୂର ବିନ୍ଦୁ, ୧୯୭୬
  • ମମତା, ୧୯୭୫
  • କନକଲତା, ୧୯୭୩
  • ଘର ବାହୁଡ଼ା, ୧୯୭୩
  • ଘର ସଂସାର, ୧୯୭୩
  • ଅରୁନ୍ଧତୀ, ୧୯୬୭
  • ମାଟିର ମଣିଷ, ୧୯୬୬

ଆଧାର

ଅଧିକ ତଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sujata Anand is in following lists
comments so far.
Comments
From our partners
Sponsored
Credits
References and sources
Sujata Anand
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes