peoplepill id: suchitra-panigrahi
Poet and translator from Odisha, India
Suchitra Panigrahi
The basics
Quick Facts
Intro
Poet and translator from Odisha, India
Places
Work field
Gender
Female
Star sign
Age
62 years
Family
Spouse:
Pabitra Pāṇigrāhī
The details (from wikipedia)
Biography
ସୁଚିତ୍ରା ପାଣିଗ୍ରାହୀ ( ଜନ୍ମ : ୨ ଜାନୁଆରୀ ୧୯୬୩), ଜଣେ ଓଡ଼ିଆ କବି । 'କାଦମ୍ବିନୀ କବିତା ପୁରସ୍କାର', 'କବି ଦୀପକ ମିଶ୍ର ସ୍ମୃତି କବିତା ସମ୍ମାନ' ଆଦି ବହୁ ପୁରସ୍କାରରେ ସେ ସମ୍ମାନୀତା ।
ଜୀବନୀ
ସୁଚିତ୍ରା, ୧୯୬୩ ମସିହାରେ ଜଳେଶ୍ୱର ଅନ୍ତର୍ଗତ ନାମ୍ପୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ତାଙ୍କର ପଠନ ରୁଚି ରହିଥିଲା, ଯାହା ସେ ନିଜ ପିତାଙ୍କଠାରୁ ପାଇଥିଲେ । ମାତା ତାଙ୍କୁ ଲେଖାଲେଖି କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ୧୯୯୦ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ଛାଇର ଛବି ପ୍ରକାଶ ପାଇଥିଲା । ତାଙ୍କ ପରିବାରରେ ସ୍ୱାମୀ ପବିତ୍ର ପାଣିଗ୍ରାହୀ ଜଣେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଓ ସେମାନଙ୍କର ଦୁଇ ପୁଅ ସୌମ୍ୟଶ୍ରୀ ଓ ସତ୍ୟଶ୍ରୀ ।
ରଚନାବଳୀ
- ଛାଇର କବି
- କଥା ଅଛି
- ଚନ୍ଦନବନର ଛାଇ
- ହାତମୁଠାର ଛବି
- ଏତେ ଅଭିମାନ ଭଲ ନୁହେଁ
- ଚିରକାଳକୁ
- ନୂଆଜାଗାରେ (ଅରୁଣ କମଲଙ୍କ କବିତାର ଅନୁବାଦ)
- ଦୁଶ୍ଚକ୍ରରେ ସ୍ରଷ୍ଟା (ବୀରେନ ଡଙ୍ଗୱାଲଙ୍କ କବିତାର ଅନୁବାଦ)
ସମ୍ମାନ ଓ ପୁରସ୍କାର
- କାଦମ୍ବିନୀ କବିତା ପୁରସ୍କାର
- ରାଜଧାନୀ ପୁସ୍ତକମେଳା କବିତା ପୁରସ୍କାର
- କବି ଦୀପକ ମିଶ୍ର ସ୍ମୃତି କବିତା ସମ୍ମାନ
- ସମାଜ ଶତବାର୍ଷିକୀ ସାହିତ୍ୟ ସମ୍ମାନ
- ଅଖିଳ ଚକ୍ର କବିତା ପୁରସ୍କାର
- ଗୋକର୍ଣ୍ଣିକା କବିତା ସମ୍ମାନ
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Suchitra Panigrahi is in following lists
comments so far.
Comments
Credits
References and sources
Suchitra Panigrahi