peoplepill id: sucheta-mishra
Indian poet
Sucheta Mishra
The basics
Quick Facts
Intro
Indian poet
Places
is
Work field
Gender
Female
Star sign
Age
59 years
The details (from wikipedia)
Biography
ସୁଚେତା ମିଶ୍ର(୧୪ ନଭେମ୍ବର ୧୯୬୫), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୨୦୧୩ ମସିହାରେ ନିଜ କବିତା ପୁସ୍ତକ ଅଜନ୍ମା ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।
ରଚନାବଳୀ
- ଅଜନ୍ମା - ୨୦୧୨(ସାହିତ୍ୟ ଶ୍ୱେତାପଦ୍ମା)
- ନିଜ ନିଜ କୁରୁକ୍ଷେତ୍ର - ୨୦୦୫(ଅପୂର୍ବା)
- ଶବ୍ଦମାନେ ମୋର - ୨୦୧୧(ପଶ୍ଚିମା ପବ୍ଲିକେଶନ୍ସ)
- ଅସୀମା (ସୁଚେତା ମିଶ୍ର ଏବଂ ସୀତେଶ ତ୍ରିପାଠୀଙ୍କଦ୍ୱାରା ସମ୍ପାଦିତ) - ୨୦୧୪(ତୃପ୍ତି)
- ଅକାଳ = ଟୁକୁଡ଼ାଏ ଖରା - ୨୦୦୪(ଅଧ୍ୟୟନ)
- ଗୋଟିଏ ସକାଳର କଥା - ୨୦୧୧(ସମନ୍ୱୟ)
- କବିତା କାହା ପାଇଁ - ୨୦୦୨(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
- ପାପୁଲି ବାହାରେ ଭାଗ୍ୟରେଖା - ୨୦୧୧(ଏଥେନା ବୁକ୍ସ୍)
- ଉତ୍ତରପକ୍ଷ - ୧୯୯୬
- ଅସୀମା(ଗଳ୍ପ ସଂକଳନ) - ୨୦୦୨
- ଟୁକୁଡାଏ ଖରା - ୨୦୧୧
- ପୂର୍ବରଙ୍ଗ - ୧୯୯୧
- ଶିଳାଲିପି - ୧୯୯୫
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ ('ଅଜନ୍ମା'ପାଇଁ)
- ସତ୍ୟବାଦୀ ପ୍ରତିଭା ସମ୍ମାନ - ୨୦୧୯
- ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନ - ୧୯୯୩
- ଅଭିନନ୍ଦିକା ସମ୍ମାନ - ୧୯୯୪
- ବସନ୍ତ ମୁଦୁଲୀ କବିତା ପୁରସ୍କାର - ୧୯୯୫
- ରାଜ୍ୟ ଯୁବ ପୁରସ୍କାର - ୧୯୯୬
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର - ୧୯୯୭
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Sucheta Mishra is in following lists
By work and/or country
comments so far.
Comments
Credits
References and sources
Sucheta Mishra