peoplepill id: sarat-mohanty
SM
India
1 views today
1 views this week
Sarat Mohanty
Indian actor from Odisha

Sarat Mohanty

The basics

Quick Facts

Intro
Indian actor from Odisha
A.K.A.
Sarat Mohanty
Places
Gender
Male
Birth
Death
Age
88 years
The details (from wikipedia)

Biography

ଶରତ ମହାନ୍ତି ଜଣେ ଓଡ଼ିଆ ସିନେମା ଅଭିନେତା ଥିଲେ । ସେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟରରୁ ଅଭିନୟ ଆରମ୍ଭ କରିଥିଲେ । ପରେ ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ସିନେମା ଲକ୍ଷ୍ମୀରେ ପ୍ରଥମ କରି ସିନେମାରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଲା କା, ଅମଡ଼ା ବାଟ, ସ୍ତ୍ରୀ, ମଲାଜହ୍ନ, ଭୁଲି ହୁଏନା, ପୂଜାଫୁଲ ଏବଂ ସକଳ ତୀର୍ଥ ତୋ ଚରଣେ । ସେ ମୁଖ୍ୟତଃ ହାସ୍ୟ ଅଭିନେତା ଭାବରେ ୫୦ରୁ ଅଧିକ ସିନେମା ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ । ଓଡ଼ିଆ ମଞ୍ଚକୁ ତାଙ୍କର ଅଭିନୟ ନିମନ୍ତେ ତାଙ୍କୁ ୨୦୦୭ ମସିହାରେ ଶତାବ୍ଦୀର କଳାକାର ତରଫରୁ ପୁରସ୍କୃତ କରାଯାଇଥିଲା ।

୪ ମାର୍ଚ୍ଚ ୨୦୧୮ରେ ବାଲେଶ୍ୱରର ସୋର ଡାକ୍ତରଖାନାରେ ବୃଦ୍ଧାବସ୍ଥା-ଜନିତ ଅସୁସ୍ଥତାରୁ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ

ମହାନ୍ତି ବାଲେଶ୍ୱର ଜିଲ୍ଲାସ୍ଥିତ ସୋରର କ୍ଷୀରକୋଣାଠାରେ ଜନ୍ମନେଇଥିଲେ ।

ଅଭିନୟ

ବର୍ଷଫିଲ୍ମଅବଦାନଭୂମିକା
୧୯୯୫
ସକଳ ତୀର୍ଥ ତୋ ଚରଣେଅଭିନେତାସନା
୧୯୮୭
ଭୁଲି ହୁଏନାଅଭିନେତା
୧୯୮୫
ପୂଜାଫୁଲଅଭିନେତା
୧୯୬୮
ସ୍ତ୍ରୀଅଭିନେତା
୧୯୬୬
କାଅଭିନେତା
୧୯୬୫
ମଲାଜହ୍ନଅଭିନେତା
୧୯୬୪
ଅମଡ଼ା ବାଟଅଭିନେତା
୧୯୬୨
ଲକ୍ଷ୍ମୀଅଭିନେତା

ଆହୁରି ଦେଖନ୍ତୁ

  • ଓଡ଼ିଆ ସିନେମା ଜଗତ
  • ଓଡ଼ିଆ ଚଳଚ୍ଚିତ୍ର ଅଭିନେତାମାନଙ୍କର ତାଲିକା

ଆଧାର

ବାହାର ଆଧାର


Persondata
NameMohanty, Sarat
Alternative names
Short description
Date of birth1930
Place of birth
Date of death
Place of death
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sarat Mohanty is in following lists
comments so far.
Comments
From our partners
Sponsored
Credits
References and sources
Sarat Mohanty
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes